Sentence alignment for gv-ara-20140703-34260.xml (html) - gv-ori-20141008-237.xml (html)

#araori
1مغامرة برية في الهندଶ୍ରୀନଗର-ଲେହ ରାଜପଥ: ଏକ ଦୁଃସାହସିକ ସଡ଼କ ଯାତ୍ରା
2طريق سريناغار-ليه، ذو 434 كم، هو طريق سريع ومذهل ومخيف أحيانًا في وادي كشمير.କାଶ୍ମୀର ଉପତ୍ୟକାରେ ଥିବା ୪୩୪ କିଲୋମିଟର ଦୀର୍ଘ ଶ୍ରୀନଗର-ଲେହ ଜାତୀୟ ରାଜପଥ ଦର୍ଶନୀୟ ଓ କିଛି ମାତ୍ରାରେ ଏକ ବିପଦସଙ୍କୁଳ ରାଜପଥ ।
3لا يزال هذا الطريق مفتوحًا أمام حركة المرور من يونيو/حزيران إلى نوفمبر/تشرين الثاني.ଏହି ରାସ୍ତା ଜୁନରୁ ନଭେମ୍ବର ଯାଏଁ ଯିବାଆସିବା ପାଇଁ ଖୋଲା ରହିଥାଏ ।
4الطريق موحل عمومًا وغير ممهد بشكل جيد.ଏହି ସଡ଼କରେ ସ୍ଥାନେ ସ୍ଥାନେ କାଦୁଅ, ଗୋଡ଼ି ଓ ଠାଏ ଠାଏ ରାସ୍ତା ନଥିଲା ଭଳି ଥାଏ ।
5الممر الجبلي زوي-لا على ارتفاع 3528 متر خطير بشكل خاص بحيث يكفي لحركة مرور باتجاه واحد مع احتمال نزول 1000 متر لأسفل الوادي.ଏକ ପାଖିଆ ଯିବା ସମ୍ବବ ଥିବା ୩,୫୨୮ ମିଟର ଉର୍ଦ୍ଧ୍ୱର ଜୋଜି ଲା ଗିରିପଥ ମଧ୍ୟ ଏକ ପ୍ରକାର ବିପଦସଙ୍କୁଳ ଯେଉଁଥିରୁ ୧୦୦୦ ମିଟର ତଳକୁ ପଡ଼ିବାର ବିପଦ ରହିଛି।
6في رحلة طريق سريناجار-ليه يمكنكم رؤية مشاهد طبيعية بسيطة ومدونة سفر بالإضافة لفيديو لرحلة المغامرة أعلاه.ଭ୍ରମଣ ବ୍ଲଗ “ମାଇନର ସାଇଟସ” ଉପରେ ଥିବା ଭିଡ଼ିଓ ଭଳି ଅନେକ ସଡ଼କ ଯାତ୍ରାର ବିସ୍ତୃତ ବିବରଣୀ ଦେଇଆସୁଛି ।