# | aym | ori |
---|
1 | Oriya arux Wikipedia-r wal muni | ଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ |
2 | La frase “Oriya ama a Wikipedia” escrito (desde luego) en Oriya. | |
3 | Imagen de dominio público. | ଓଡ଼ିଆରେ ଲେଖାଥିବା “ଓଡ଼ିଆ ଭାଷା” । |
4 | Oriya (odia) arux mä 2,500 maraniwa, khaysa Odisha-tuqinw arsurakitatäna (nayrax Orissa sutinchatanwa). | ଛବିଟି ପବ୍ଲିକ ଡୋମେନରେ ରହିଛି । ଓଡ଼ିଆ ଭାରତୀୟ ରାଜ୍ୟ ଓଡ଼ିଶା କଥିତ ୨,୫୦୦ ବର୍ଷର ଏକ ପୁରୁଣା ଭାଷା । |
5 | Niya jichhurunakakiw aka arux India markat uñt'at aruxaraki. | ନିକଟ ଅତୀତରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । |
6 | Jichurunakakiw, Wikimedia Oriya qutuchax aka aru machaq estatus-ap amtañatakix Bhubaneswar. markan tantachasiwipxi. | ନିକଟରେ ଓଡ଼ିଆ ଉଇକିପିଡ଼ିଆ ସମାଜ ଓଡ଼ିଶା ଦିବସ ପାଳନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ର ଅବସର ରେ ଉତ୍ସବ ପାଳନ ପାଇଁ ଏକାଠି ହେଇଥିଲେ । |
7 | 14 pankanakaw derechos de autor-ampit jichhax Creative Commons ukampixiw ukhamarak digitalización amtäwix Odia WikiSource-tuqin mä institución educacional indígena-n qalltatawa, la Institución Kalinga de Ciencias Sociales (KISS sutinchat inglés aruna). | ସୁଭାସିସ ପାଣିଗ୍ରାହୀଙ୍କ ଲିଖିତ ଉଇକିମିଡିଆ ଫାଉଣ୍ଡେସନ ବ୍ଲଗର ଏକ ବ୍ଲଗରୁ କିଛି ଅଂଶ ଉଦ୍ଧାର କରାଯାଇ ଦିଆଯାଇଛି, ଯାହାକି ଓଡ଼ିଆ ଉଇକି ସମାଜ ଉପରେ ସମ୍ୟକ ସୂଚନା ଦିଏ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଉଇକିପାଠାଗାର ଡିଜିଟାଇଜେସନ ପ୍ରକଳ୍ପର ଶୁଭାରମ୍ଭ କରି କ୍ରିଏଟିଭ କମନ ଲାଇସେନ୍ସ ନିୟମ ଅଧୀନରେ ୧୪ଟି ବହି ବିତରଣ କରଯାଇଥିଲା । |
8 | KISS institucionax digitaliza-niw mä qawqha pankanak ukhamarak Odia Wikisource-tuqir uchani. | ଏହି ପ୍ରକଳ୍ପକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ଔପଚାରିକ ଭାବେ ଆରମ୍ଭ କରୁଛି । |
9 | Mä fuente OpenType Unicode ukax oriya markanxa, “Odia OT Jagannatha [en]” Sujata Patel de Odialanguage.com [en] ukan diseñataw utji, ukax licencia OFL ukamp uñt'ayatawa. | […] ଓଡ଼ିଆ ଉଇକିମିଡ଼ିଆ କିସ ଅନୁଷ୍ଠାନର ୬ ଜଣ ଶିକ୍ଷକ ଓ କିଛି ଛାତ୍ରଙ୍କୁ ଡିଜିଟାଇଜେସନ ସମ୍ବନ୍ଧରେ ପୂର୍ଣ୍ଣ ସହଯୋଗ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେବ । Odialanguage.com ର ସୁଜାତା ପଟେଲଙ୍କ ନିର୍ମିତ OpenType ଓଡ଼ିଆ ଇଉନିକୋଡ଼ ଫଣ୍ଟ “ଓଡ଼ିଆ ଓ. |
10 | Nayrïr fuente OpenType ukhamawa. | ଟି ଜଗନ୍ନାଥ” ଓ. ଏଫ. |
11 | | ଏଲ ସ୍ଵତ୍ଵରେ ଉନ୍ମୋଚିତ ହେଇଥିଲା । |
12 | Mä machaq herramienta ukhamaw oriya arutakixa “TypeOdia” [en], wikipedista Manoj Sahukar [or] jupax DVD's ukx kipka fuente ukhamanw uñt'ayaraki Wikipedia oriya ukax Kiwix ukat jayankiwa, edición de Wikipedia uka yanapt'ax [en] walja paquetes de software libre ukankiwa ukapachparakiw Ubuntu ukansa. | ଏହା ହେଉଛି ପ୍ରଥମ ଓଡ଼ିଆ ଫଣ୍ଟ ଯାହାକୁ ଓଡ଼ିଆ ଉଇକିପିଡିଆ ସଙ୍ଘର ସକ୍ରିୟ ଯୋଗଦାନ ଦ୍ୱାରା ପ୍ରଥମ କରି ଆତ୍ମପ୍ରକାଶ କରିଛି । ଉଇକିଆଳି ମନୋଜ ସାହୁକାରଙ୍କ ନିର୍ମିତ ଏକ ନୂଆ ଓଡ଼ିଆ ଅଫଲାଇନ ଇନପୁଟ ସାଧନ “ଟାଇପଓଡ଼ିଆ (TypeOdia)” ମଧ୍ୟ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା । |
13 | Walja uñacht'ayäwiw oriya arun janiw Internet-ankiti ukhamarak usuario-nakax janiw jasak mantañ atkapxiti. (El dr. Debiprasanna Pattanayak) jan ch'iyjañatak wali aski pankanaka jan imprim-isxit ukhamarak thantha qilqatanak palma laphin digitalización jan lurasiñpatak ch'axwawiyi. | ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଡିଭିଡି ମାଧ୍ୟମରେ ଉକ୍ତ ଫଣ୍ଟ, ଇନପୁଟ ସାଧନ, ଓଡ଼ିଆ ଅଭିଧାନ, ମୁକ୍ତ ସଫ୍ଟଓଆର ଗୁଡିକ, କିଉଇକ୍ସରେ ଅଫଲାଇନ ଓଡ଼ିଆ ଉଇକିପିଡ଼ିଆ, ଉଇକିପିଡ଼ିଆ ସମ୍ପାଦନା ସହାୟକ ପୁସ୍ତିକା ଓ ଉବୁଣ୍ଟୁ ଅପରେଟିଂ ସିଷ୍ଟମ ବିତରଣ କରଯାଇଥିଲା । |
14 | | […] ପାଖାପାଖି ସମସ୍ତ ଓଡ଼ିଆ ପ୍ରକାଶନ ଇଣ୍ଟରନେଟରେ ଉପଲବ୍ଧ ନଥିବାରୁ ତାହାସବୁ ସମଗ୍ର ବିଶ୍ୱରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ । |
15 | Oriya arun fuente-nakax waraqataspaw an kuna qulqi churasa [en]. Aka fuente luririnakax sapxiwa [en]: : | ଏଥି ସହିତ ସେ ପୁରୁଣା ବହି ଆଉ ତାଳପତ୍ର ପୋଥି ତଥା ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜେସନ ମାଧ୍ୟମରେ ସଂରକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ । […] |
16 | Oriya aru apnaqäw chiqamp laykuw arsupta, taqi apnaqäwina, taripiriyina, ukhamarak yatichäw taypina. | ଓଡ଼ିଆ ଫଣ୍ଟଗୁଡିକୁ ମାଗଣାରେ ଏଠାରୁ ଡାଉନଲୋଡ଼ କରିପାରିବେ | ଏହି ଟୁଲର ନିର୍ମାତା କହନ୍ତି: |
17 | | ଆମେ ହୃଦୟର ସହ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରାଥମିକତା ଦଉଛୁ, ଯାହାକି ଆଜିକାଲି ର ଅମଲାତନ୍ତ୍ର, ଆଇନ କାନୁନ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥାରେ ଭାଷାର ବ୍ୟବହାର ଛଡା, ଓଡ଼ିଆ ଲେକ୍ଜିକନ ର ଉଦ୍ଭବ ପାଇଁ ପ୍ରକଳ୍ପ ହାତ କୁ ନେଇଛୁ, ଯାହାକି ଇଂରାଜୀ ବୈଷୟିକ ଶବ୍ଦଗୁଡିକର ଓଡ଼ିଆ ଶବ୍ଦାର୍ଥ କୁ ବହୁଳ ଭାବେ ଉପଯୋଗ କରାଯିବ । |
18 | Ukata, oriya aru arsunak amtäw aptapta, ukankarakiw oriya arun palabras técnica-naka, jan ingles arunak arsuñatak apnaqañataki. | ଏହା ଆମକୁ ଇଂରାଜୀ ଭାଷା ଉପରେଥିବା ନିର୍ଭରଶୀଳତା କୁ କମ କରିବ । |