Sentence alignment for gv-ben-20141004-45057.xml (html) - gv-ori-20140928-208.xml (html)

#benori
1প্রাচীন নগরী বারানসিকে হাই-টেক শহর হিসেবে গড়ে তুলতে ভারতের প্রধানমন্ত্রীর পরিকল্পনাପୁରାତନ ନଗର ବାରାଣସୀର ହାଇଟେକ ନବକଳେବର ପାଇଁ ଯୋଜନା କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ ବାରାଣାସୀରେ ଗଙ୍ଗାନଦୀ ଘାଟ (ଉଇକିମିଡ଼ିଆ CC-BY-SA)
2গঙ্গার তীরৈ তীর্থভুমি বারানসি। (উইকিমিডিয়া সিসি-বিওয়াই-এসএ)ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଚୀନତମ ନଗର ବାରାଣାସୀ ରୁ ଲଢ଼ି ଓ ବିଜୟଲାଭ କରି ଭାରତୀୟ ସଂସଦରେ ପ୍ରବେଶ କରିଥିଲେ।
3ভারতের প্রধানমন্ত্রী নরেন্দ্র মোদী বারানসির আসন থেকে নির্বাচনে জিতেছেন।ଏବେ ସେ ତାଙ୍କ ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ତା'କୁ କାମରେ କରି ଦେଖାଇବାକୁ ଏହି ନଗରକୁ ପ୍ରାଚୀନ ସଂସ୍କୃତି ସହ ଆଧୁନିକ ପ୍ରଯୁକ୍ତିର ତାଳମେଳରେ ସମୃଦ୍ଧ କରିବାକୁ ଯାଉଛନ୍ତି ।
4এখন তিনি শহরটির উন্নয়নে নানা পরিকল্পনা হাতে নিয়েছেন।ମେ ମାସରେ ନିର୍ବାଚିତ ହେଲା ପରେ ବିନା ସମୟ ନଷ୍ଟକରି ବାରାଣାସୀର ବିକାଶର କାମରେ ଲାଗିପଡିଥିଲେ ।
5আর পরিকল্পনার অংশ হিসেবে তিনি শহরের প্রাচীন সংস্কৃতির সাথে আধুনিক প্রযুক্তির মেলবন্ধন ঘটানোর উদ্যোগ নিয়েছেন।ଅଗଷ୍ଟ ମାସ ସୁଦ୍ଧା ବାରଣାସୀକୁ ଏକ ମେଟ୍ରୋ ନଗରରେ ପରିଣତ କରିବାପାଇଁ ନକ୍ସା ପ୍ରସ୍ତୁତ କରିସାରିଥିଲେ, ଯେଉଁଥିରେ ନଗରର ସଡ଼କ ଓ ରେଳ ଯୋଗାଯୋଗ ମଧ୍ୟ ଅନ୍ତର୍ଭୁକ୍ତ ଥିଲା ।
6গত মে মাসে মোদী নির্বাচনে জয়লাভ করেন। এরপর আর সময় নষ্ট না করে উন্নয়ন কাজে হাত দেন।ସାମାନ୍ତରାଳ ଭାବେ, ମୋଦି ବାରଣାସୀର ପ୍ରାଚୀନତମ ସାଂସ୍କୃତିକ ସମ୍ପତ୍ତି ଓ ପରମ୍ପରା କିପରି ଅକ୍ଷୁର୍ଣ୍ଣ ରହିବ ତାହା ଉପରେ ମଧ୍ୟ ମହତ୍ତ୍ଵ ପ୍ରଦାନ କରିଥିଲେ ।
7বারানসিকে আধুনিক শহর হিসেবে গড়ে তুলতে তিনি আগস্ট একটি পরিকল্পনার কথা ঘোষণা করেন।ଏହି ମାସର ଆରମ୍ଭରେ ମୋଦିଙ୍କର ବିକାଶର ଯୋଜନାର ବାସ୍ତବିକତା ଦେଖିଲାପରେ ଜାପାନ ସାହାଯ୍ୟ କରିବାପାଇଁ ଏକ ମିଳିତ ଚୁକ୍ତି କରିଥିଲା ।
8সেখানে তিনি বাস-ট্রেন যোগাযোগ ব্যবস্থার উন্নতি-সহ নগরীর প্রাচীন ঐতিহ্য সংরক্ষণের ওপর গুরুত্ব আরোপ করেন।ବାରାଣାସୀ କେଇ ହଜାର ବର୍ଷର ଏକ ପୁରୁଣା ନଗର ଯାହାର ଆରାଧ୍ୟ ହିନ୍ଦୁମାନଙ୍କ ଦେବତା ଭଗବାନ ଶିବ । ଆଗ କାଳରେ ଏହାକୁ କାଶୀ କୁହାଯାଉଥିଲା ।
9গত মাসে মোদী জাপান সফরের সময় একটি চুক্তি স্বাক্ষর করেন, যাতে মোদীর উন্নয়ন কর্মসূচী বাস্তবায়নে জাপান সরকার সাহায্য করার অঙ্গীকার করে।
10বারানসির ইতিহাস কয়েক হাজার বছরের পুরোনো।ହିନ୍ଦୁ ବିଶ୍ୱାସ ଅନୁସାରେ ଏହା ପୃଥିବୀର ପବିତ୍ରତମ ନଗରମାନଙ୍କ ମଧ୍ୟରୁ ଅନ୍ୟତମ ।
11কিংবদন্তী অনুসারে, শিব এই শহর প্রতিষ্ঠা করেছিলেন।କାଶୀର ଅନ୍ୟନାମ “ଆଲୋକର ନଗର” ଏବଂ ନଗରର ସୀମା ଭିତରେ ଶହ ଶହ ମନ୍ଦିର ରହିଛି ।
12তবে প্রাচীন কালে এটি কাশী নামে পরিচিত ছিল।ହିନ୍ଦୁ ମାନଙ୍କ ବିଶ୍ୱାସ ଅନୁସାରେ ଏକ ପବିତ୍ର ନଦୀ ଭାବେ ଜଣା ଗଙ୍ଗା ନଦୀ ମଧ୍ୟ ନଗର ମଧ୍ୟ ଏହି ଦେଇ ବହିଯାଇଛି ।
13হিন্দু ধর্মাবলম্বীদের কাছে এটি পৃথিবীর সবচে' পবিত্র নগরী। কাশী নামের বাংলা অর্থ হলো আলোর শহর।ଏହି ନଗରକୁ ନିଜର ଘର ମଣି ରହିଥିବା ଅନେକ ସନ୍ୟାସୀ ନିଜର ଦିନଟି ଆରମ୍ଭ କରିବା ଆଗରୁ ବିଭିନ୍ନ ଧାର୍ମିକ ପରମ୍ପରା ଓ ସଂସ୍କାର ପାଳି ସକାଳୁ ନଦୀରେ ବୁଡ଼ ପକାନ୍ତି ।
14শহরের ভিতরে কয়েকশ' মন্দির রয়েছে। গঙ্গা নদী কাশীর ভিতর দিয়ে বয়ে গেছে।ଲେଖକ ରାଜୀବ ମାଲହୋତ୍ରା, ମୋଦିଙ୍କ ବାରାଣାସୀ ଯୋଜନା ସମ୍ବନ୍ଧରେ ଟୁଇଟରରେ ନିଜର ମତ ବାଣ୍ଟିଛନ୍ତି ।
15হিন্দুরা এই নদীকেও পবিত্র হিসেবে গণ্য করেন।
16সাধুরা এখানে এসে বসবাস করেন।ତାଙ୍କୁ ୧,୦୫,୦୦୦ରୁ ଅଧିକ ଜଣ ଫଲୋ କରନ୍ତି:
17তারা সকালে নদীতে গোসল সেরে প্রতিদিনের ধর্মকর্ম শুরু করেন।କାଶୀରୁ ଆରମ୍ଭ ହେବାକୁ ଥିବା ଆମର ଧାର୍ମିକ ଭୂଗୋଳସବୁର ପୁନରୁଦ୍ଧାର ଅଭିନବ ।
18লেখক রাজীব মালহোত্রা মোদীর পরিকল্পনার সাথে নিজের চিন্তাভাবনার কথা টুইটারে তার ১ লাখের বেশি অনুসরণকারীদের সাথে শেয়ার করেছেন:
19পবিত্র ভুমি কাশীর পুনরুজ্জীবনের উদ্যোগ খুবই ভালো।ଏଥି ସହ ଶକ୍ତି ପୀଠ ଓ ଜ୍ୟୋତିଲିଙ୍ଗ ପାଇଁ ମଧ୍ୟ ହେବା ଉଚିତ http://t.co/qdODZBSXWC - ରାଜୀବ ମାଲହୋତ୍ରା (@RajivMessage) August 21, 2014
20শক্তিপীঠ এবং জ্যোতিলিঙ্গের জন্য এমন উদ্যোগ নিতে হবে।ଟୁଇଟର ବ୍ୟବାହାରକାରୀ ଭାବେ ଏହି ମତ ମାଲହୋତ୍ରା କେବଳ ଏକା ରଖିନାହାନ୍ତି ।
21রাজীব মালহোত্রা একাই এমন ভাবনা ভাবেননি।ଏହାର ଦୁଇ ସପ୍ତାହ ଆଗରୁ ଆଉ ଜଣେ ମଧ୍ୟ ନିଜର ମତ ଟୁଇଟ କରିଥିଲେ।
22দুই সপ্তাহ আগে টুইটারে এমন কথা অনেকেই বলেছিলেন:ଭାରତ ଆଉଥରେ ଯୁବା ଓ ଆଧୁନିକ ହେବା ଶୁଭ ଖବର! ଅବିକଶିତ ଭାରତର ଆମ ବାକି ଐତିହ୍ୟ ପାଇଁ ଏକା ଭଳି କରାଯାଉ ।
23খুব ভালো খবর যে, ভারত আবার নবীন এবং আধুনিক হবে।- ଲିନା ମନୋହର (@leena_manohar) August 10, 2014 ତେବେ ସମସ୍ତେ ମୋଦିଙ୍କ ବାରାଣାସୀ ଯୋଜନାର ସମର୍ଥକ ନୁହଁନ୍ତି ।
24এমন করেই আমাদের প্রাচীন ঐতিহ্যগুলোর পুনরুজ্জীবনের উদ্যোগ নিতে হবে। সবাই যে মোদীর পরিকল্পনা সমর্থন করছেন, তা নয়।ଅଜୟ ରାୟ (ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ, ଯିଏ ମୋଦିଙ୍କ ବିରୁଦ୍ଧରେ ନିର୍ବାଚନ ଲଢ଼ିଥିଲେ) ବାରାଣାସୀରେ ହଉଥିବା ଅଘୋଷିତ ବିଜୁଳିକାଟ ବିରୁଦ୍ଧରେ କରିଥିବା ଧାରଣାର ଫଟୋ ପୋଷ୍ଟ କରିଛନ୍ତି ।
25কেউ কেউ এর বিরোধীতাও করছেন। এদের একজন অজয় রায়।ବିଜୁଳି ଅସୁବିଧା ପାଇଁ କେବଳ @kashikirai ଅଜୟ ରାୟ କାଶୀ ଲୋକଙ୍କ ସାଙ୍ଗରେ ଅଛନ୍ତି ।
26তিনি কংগ্রেস দলের সদস্য।ଆମ ନଗର ବାରାଣସୀର ଅସୁବିଧା ଦୂର ହେବ pic.twitter.com/j5j5pbAyFw
27সংসদ নির্বাচনে মোদীর বিপক্ষে লড়েছিলেন।ମୋଦିଙ୍କ ବାରାଣାସୀ ଯୋଜନାର ବିରୋଧୀଙ୍କ ପାଖରେ ତାଙ୍କୁ ଅଟକାଇବାକୁ ବେଶି ସମୟ ନାହିଁ ।
28তিনি বারানসিতে বিদ্যুৎ সরবরাহের ঘাটতির বিরুদ্ধে প্রতিবাদের একটি ছবি পোস্ট করেছেন।
29কাশীর মানুষের সাথে কৌশিকি রায়, অজয় রায় বিদ্যুৎ সমস্যা সমাধানের দাবি তুলেছেন।
30তবে এই বিরোধীতা মোদীর পরিকল্পনাকে দমাতে পারেনি। গত মাসেই তিনি জাপান সফরের সময় কাশী-কিয়োটা প্রটোকল স্বাক্ষর করেছেন।ଏହି ମାସର ଆରମ୍ଭରେ, ପ୍ରଧାନମନ୍ତ୍ରୀ, ଆଧୁନିକ ଓ ପ୍ରାଚୀନ କଳାର ମିଳନସ୍ଥଳ ଭାବେ ଜଣା କ୍ୟୋଟୋ ନଗର ଗସ୍ତ ସମୟରେ ଏକ ସମୃଦ୍ଧ ଓ ସୁନ୍ଦର ନଗର ଗଢିବା ପାଇଁ କାଶୀ-କ୍ୟୋଟୋ ଚୁକ୍ତିରେ ସ୍ୱାକ୍ଷର କରିଥିଲେ ।
31উল্লেখ্য, কিয়োটা শহরও প্রাচীন সংস্কৃতির সাথে আধুনিকতা মেলবন্ধনে নতুন করে গড়ে তোলা হয়েছে।ନିଜର ଜାପାନ ଗସ୍ତର ଦ୍ଵିତୀୟ ଦିନରେ ମୋଦି ତୋଜି ମନ୍ଦିର (ଏକ ଇଉନେସ୍କୋ ବିଶ୍ଵ ପୁରାତନ କୀର୍ତ୍ତିରାଜି)ଠାରେ ଅଟକିଥିଲେ, ଆଉ ଦେଖିଥିଲେ ମନ୍ଦିରଟିକୁ କିପରି ସୁରକ୍ଷିତ ରଖାଯାଇଛି ।
32জাপান সফরের দ্বিতীয় দিনে মোদী ইউনেস্কো হেরিটেজ সাইট তোজি মন্দির ঘুরে দেখেন। তিনি অবাক হয়ে যান, মন্দিরের সুচারু ব্যবস্থাপনা দেখে।ସେ ସାମ୍ବାଦିକମାନଙ୍କୁ କହିଥିଲେ, “କ୍ୟୋଟୋ ନିଜର ହଜାର ବର୍ଷର ସାଂସ୍କୃତିକ ସଭ୍ୟତା ଓ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବାରେ ସମର୍ଥ ହେଇଛି ଓ ଆଜିର ଆବଶ୍ୟକତା ଅନୁସାରେ ଆଧୁନିକ ପ୍ରଯୁକ୍ତିର ପ୍ରୟୋଗ ମଧ୍ୟ କରିଛି ।
33পরে তিনি সাংবাদিকদের বলেন, জাপান যদি হাজার বছরের ঐতিহ্য আর সংস্কৃতিকে প্রযুক্তির মাধ্যমে সংরক্ষণ করে প্রতিদিনের জীবনে অপরিহার্য করে তুলতে পারে, তাহলে একইভাবে আমরা আমাদের ভারতের অতীত ঐতিহ্যগুলোও সংরক্ষণ করতে পারবো।
34বারানসিকে আধুনিক শহর হিসেবে গড়ে তুলতে টোকিও'র সাথে চুক্তি হয়েছে।ଏଭଳି କିଛି ଆମେ ଭାରତରେ ମଧ୍ୟ କରିବାକୁ ଯୋଜନା କରୁଛୁ ଯେଉଁଠି ଆମେ ସମାନ ଭାବେ ସଂସ୍କୃତିର ସୁରକ୍ଷା ଓ ବୈଷୟିକ ବିକାଶ କରିପାରିବୁ” ।
35আর এই চুক্তির আওতায় অত্যাধুনিক পরিবহন ব্যবস্থা, বোটানিক্যাল গার্ডেন, উচ্চ-প্রযুক্তি সমৃদ্ধ সিনেমা হল, বর্জ্য ব্যবস্থাপনাসহ সব ধরনের সহযোগিতা জাপান দিবে। চুক্তি স্বাক্ষরের আগে সাংবাদিক মিনহাজ মার্চেন্ট একটি টুইট করেছিলেন।ଟୋକିଓ ସହ ହେଇଥିବା ଚୁକ୍ତିରେ, ବାରଣାସୀକୁ ଏକ “ସ୍ମାର୍ଟ ନଗର” ରେ ପରିଣତ କରିବାପାଇଁ ଜାପାନୀ ମାନଙ୍କ ସାହାଯ୍ୟ ଲୋଡ଼ାଯିବ, ଯେଉଁଥିରେ ଏକ ସଂପୂର୍ଣ୍ଣ ଯୋଗାଯୋଗ ବ୍ୟବସ୍ଥା, ଆଧୁନିକ ଥିଏଟର, ଏକ ସାଂସ୍କୃତିକ ସଂଗୀତ କେନ୍ଦ୍ର, ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ଉଦ୍ଭିଦ ଉଦ୍ୟାନ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ସବୁ ରହିବ।
36সেখানে জাপানের সাথে ভারতের কাজ করার গুরুত্বের কথা উল্লেখ করেছিলেন। বারানসি-কিয়োটো চুক্তি স্বাক্ষরিত হলে দুইটি কাজ হবে।ଚୁକ୍ତି ସ୍ଵାକ୍ଷରିତ ହବା ଆଗରୁ, ଜାପାନ ସହ କାମ କରିବା ଭାରତ ପାଇଁ ଦୁଇ ପ୍ରକାରର ଲାଭ ହେବ ସାମ୍ବାଦିକ ମିହ୍ନାଜ ମର୍ଚ୍ଚାଣ୍ଟ ବୋଲି ଟୁଇଟ କରିଥିଲେ:
37বারানসি আধুনিক শহরে পরিণত হবে এবং স্মার্ট শহরের দিকে যাত্রা করবে।ବାରାଣସୀ-କ୍ୟୋଟୋ ସହବନ୍ଧିତା ଦୁଇଟି ପ୍ରକଳ୍ପର କାମ ଆଗକୁ ବଢ଼ାଇବ: କାଶୀକୁ ଆଧୁନିକ କରିବା ଏବଂ ସ୍ମାର୍ଟ ସହର କାମର ଆରମ୍ଭ କରିବା
38সম্ভবত ভারতের এখন সেই সময় এসেছে- হাজার বছরের লালিত সংস্কৃতিকে একুশ শতকের জীবনধারায় মিলিয়ে দিয়ে সমৃদ্ধ অতীত এবং ভবিষ্যতের মধ্যে একটি মেলবন্ধন স্থাপনের নজির তৈরি করার।- ମିହ୍ନାଜ ମର୍ଚ୍ଚାଣ୍ଟ (@minhazmerchant) August 31, 2014 ବୋଧହୁଏ, ଭାରତ ପାଇଁ ସମୟ ଆସିଯାଇଛି ନିଜର ସ୍ଵର୍ଣ୍ଣିମ ଇତିହାସ ଓ ପ୍ରତିଶୃତିପୂର୍ଣ୍ଣ ଭବିଷ୍ୟକୁ ନେଇ ଓ ହଜାର ବର୍ଷର ସଂସ୍କୃତିକୁ ଧରି ଏକବିଂଶ ଶତାବ୍ଦୀରେ ଆଗେଇଯିବା ପାଇଁ ।