# | eng | ori |
---|
1 | Indigenous Tweets Highlight International Mother Language Day in Australia | ଆଦିବାସୀ ଟୁଇଟ ଅଷ୍ଟ୍ରେଲିଆରେ ଆନ୍ତର୍ଜାତିକ ମାତୃଭାଷା ଦିବସ ବାବଦେ ଆଲୋକପାତ କରିଛନ୍ତି |
2 | Wamut,aka @kriolkantri on Twitter, and blogger of ten years, shared indigenous tweets on Storify: “February 21 is International Mother Language Day and this year, Australians showed off Aboriginal and Islander languages in a spectacular way and highlighted the amazing-yet-fragile linguistic diversity found across the continent”. | ଉଆମୁଟ (ଟୁଇଟରରେ @kriolkantri ନାମରେ ଜଣା, ଏବଂ ଦଶ ବର୍ଷ ପୁରୁଣା ଜଣେ ବ୍ଲଗର, ଦେଶଜ ଟୁଇଟମାନ Storifyରେ ସେଆର କରିଥିଲେ: “ଫେବୃଆରୀ ୨୧ ଆନ୍ତର୍ଜାତିକ ମାତୃଭାଷା ଦିବସ ଏବଂ ଏହି ବର୍ଷ ଅଷ୍ଟ୍ରେଲିଆବାସୀ ଏହି ମହାଦେଶର ଅନେକ ଆଦିବାସୀ ଓ ଦ୍ୱୀପପୁଞ୍ଜ-ଭାଷାସମୂହ ଖୁବ ସୁନ୍ଦର ଭାବେ ପରିବେଷଣ କରିବା ସହ ସମୁଜ୍ଜଳ ହୋଇ ସୁଦ୍ଧା ଭଙ୍ଗୁର ଭାଷାଗତ ବିଭିନ୍ନତା ବାବଦେ ଜଣାଇଥିଲେ ।” |
3 | Happy International #MotherLanguage Day! | ମାତୃଭାଷା ଦିବସର ଶୁଭେଚ୍ଛା! |
4 | We're tweeting our languages all day as a proud part of this initiative: http://t.co/fQSvzAiBKF | ଆମେ ନିଜ ଭାଷା ଦିନ ଯାକ ଟୁଇଟ କରୁଛୁ ଆଉ ସଗର୍ବେ ଏହି ଆନ୍ଦୋଳନରେ ଭାଗ ନେଇଛୁ: - ଅଙ୍ଗୁକର ଲାଙ୍ଗୁଏଜ ସେଣ୍ଟର, ଫେବୃଆରୀ ୨୦, ୨୦୧୫ |
5 | - Ngukurr Language Ctr (@NgukurrLC) February 20, 2015 | |
6 | For more details: Tweet in Your #Motherlanguage to Celebrate Linguistic Diversity Online | ଅଧିକ ଜାଣିବା ନିମନ୍ତେ ନିଜ ଭାଷାରେ #Motherlanguage ସହିତ ଟୁଇଟ କରି ଭାଷାଗତ ବିଭିନ୍ନତା ପାଳନ କରନ୍ତୁ । |