Sentence alignment for gv-fas-20140420-3874.xml (html) - gv-ori-20140620-49.xml (html)

#fasori
1اودیا، ویکیپدیا را دوست داردଉଇକିପିଡ଼ିଆକୁ ଭଲପାଏ ଓଡ଼ିଆ
2The words “Odia Language” written in (of course) Odia.ଓଡ଼ିଆରେ ଲେଖାଥିବା “ଓଡ଼ିଆ ଭାଷା” ।
3Image in the public domain.ଛବିଟି ପବ୍ଲିକ ଡୋମେନରେ ରହିଛି ।
4اودیا، زبان 2500 ساله مردم ناحیه اودیشا (که قبلا اوریسا نامیده می‌شد) است.ଓଡ଼ିଆ ଭାରତୀୟ ରାଜ୍ୟ ଓଡ଼ିଶା କଥିତ ୨,୫୦୦ ବର୍ଷର ଏକ ପୁରୁଣା ଭାଷା ।
5این زبان به تازگی به عنوان یک زبان هندی کلاسیک شناخته شده است.ନିକଟ ଅତୀତରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା ।
6به تازگی جامعه ویکیمدیا این شرایط جدید را در بابانسوار گرامی داشته است.ନିକଟରେ ଓଡ଼ିଆ ଉଇକିପିଡ଼ିଆ ସମାଜ ଓଡ଼ିଶା ଦିବସ ପାଳନ ଓ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତି ର ଅବସର ରେ ଉତ୍ସବ ପାଳନ ପାଇଁ ଏକାଠି ହେଇଥିଲେ ।
7اینجا خلاصه‌ای از مطلبی در بلاگ ویکیمدیا به قلم Subhashish Panigrahi است که اطلاعاتی در مورد جامعه ویکی اودی ارائه داده است.ସୁଭାସିସ ପାଣିଗ୍ରାହୀଙ୍କ ଲିଖିତ ଉଇକିମିଡିଆ ଫାଉଣ୍ଡେସନ ବ୍ଲଗର ଏକ ବ୍ଲଗରୁ କିଛି ଅଂଶ ଉଦ୍ଧାର କରାଯାଇ ଦିଆଯାଇଛି, ଯାହାକି ଓଡ଼ିଆ ଉଇକି ସମାଜ ଉପରେ ସମ୍ୟକ ସୂଚନା ଦିଏ ।
8چهارده کتاب دارای حق کپی رایت، مجوز انتشار مجدد دریافت کرده‌اند و پروژه دیجیتالی کردن Odia WikiSource رسما توسط یک موسسه آموزش زبان‌های بومی به نام KISS آغاز شد.ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଉଇକିପାଠାଗାର ଡିଜିଟାଇଜେସନ ପ୍ରକଳ୍ପର ଶୁଭାରମ୍ଭ କରି କ୍ରିଏଟିଭ କମନ ଲାଇସେନ୍ସ ନିୟମ ଅଧୀନରେ ୧୪ଟି ବହି ବିତରଣ କରଯାଇଥିଲା ।
9این موسسه بعضی از این کتابها را دیجیتالی کرده و در اودیا ویکی سورس ارائه خواهد داد.ଏହି ପ୍ରକଳ୍ପକୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ (କିସ) ଔପଚାରିକ ଭାବେ ଆରମ୍ଭ କରୁଛି ।
10یک فونت اودیای باز، به نام Odia OT Jagannatha توسط سوجاتا پاتل از Odialanguage.com طراحی شده و تحت لیسانس OFL منتشر شد.[…] ଓଡ଼ିଆ ଉଇକିମିଡ଼ିଆ କିସ ଅନୁଷ୍ଠାନର ୬ ଜଣ ଶିକ୍ଷକ ଓ କିଛି ଛାତ୍ରଙ୍କୁ ଡିଜିଟାଇଜେସନ ସମ୍ବନ୍ଧରେ ପୂର୍ଣ୍ଣ ସହଯୋଗ କରିବା ସହ ପ୍ରଶିକ୍ଷଣ ମଧ୍ୟ ଦେବ ।
11این اولین فونت باز اودیا است که توسط گروه به صورت فعال آزمایش می‌شود.Odialanguage.com ର ସୁଜାତା ପଟେଲଙ୍କ ନିର୍ମିତ OpenType ଓଡ଼ିଆ ଇଉନିକୋଡ଼ ଫଣ୍ଟ “ଓଡ଼ିଆ ଓ. ଟି ଜଗନ୍ନାଥ” ଓ.
12ଏଫ.
13یک ابزار ورودی آفلاین برای اودیا به نام TypeOdia توسط Manoj Sahukar از ویکیپدیا طراحی شده و برای توزیع عمومی در دسترس قرار گرفت.ଏଲ ସ୍ଵତ୍ଵରେ ଉନ୍ମୋଚିତ ହେଇଥିଲା । ଏହା ହେଉଛି ପ୍ରଥମ ଓଡ଼ିଆ ଫଣ୍ଟ ଯାହାକୁ ଓଡ଼ିଆ ଉଇକିପିଡିଆ ସଙ୍ଘର ସକ୍ରିୟ ଯୋଗଦାନ ଦ୍ୱାରା ପ୍ରଥମ କରି ଆତ୍ମପ୍ରକାଶ କରିଛି ।
14دی وی دی شامل فونت، ابزار ورودی، فرهنگ لغات اودیا، ویکیپدیای آفلاین اودیا، راهنمای ویرایش ویکیپدیا و …ଉଇକିଆଳି ମନୋଜ ସାହୁକାରଙ୍କ ନିର୍ମିତ ଏକ ନୂଆ ଓଡ଼ିଆ ଅଫଲାଇନ ଇନପୁଟ ସାଧନ “ଟାଇପଓଡ଼ିଆ (TypeOdia)” ମଧ୍ୟ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗ କରାଯାଇଥିଲା ।
15ଏଥିରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଡିଭିଡି ମାଧ୍ୟମରେ ଉକ୍ତ ଫଣ୍ଟ, ଇନପୁଟ ସାଧନ, ଓଡ଼ିଆ ଅଭିଧାନ, ମୁକ୍ତ ସଫ୍ଟଓଆର ଗୁଡିକ, କିଉଇକ୍ସରେ ଅଫଲାଇନ ଓଡ଼ିଆ ଉଇକିପିଡ଼ିଆ, ଉଇକିପିଡ଼ିଆ ସମ୍ପାଦନା ସହାୟକ ପୁସ୍ତିକା ଓ ଉବୁଣ୍ଟୁ ଅପରେଟିଂ ସିଷ୍ଟମ ବିତରଣ କରଯାଇଥିଲା ।
16بخش بزرگی از جامعه اودیایی زبان در اینترنت در دسترس نیستند و دسترسی خوانندگان چندان آسان نیست.[…] ପାଖାପାଖି ସମସ୍ତ ଓଡ଼ିଆ ପ୍ରକାଶନ ଇଣ୍ଟରନେଟରେ ଉପଲବ୍ଧ ନଥିବାରୁ ତାହାସବୁ ସମଗ୍ର ବିଶ୍ୱରେ ଥିବା ଓଡ଼ିଆଙ୍କ ପାଖରେ ପହଞ୍ଚିପାରୁନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।
17دکتر Debiprasanna Pattanayak در مورد روند دیجیتالی کردن کتابهای با ارزش که نسخه چاپی آن‌ها در دسترس نیست و کتب دارای نسخ خطی صحبت کرده است.ଏଥି ସହିତ ସେ ପୁରୁଣା ବହି ଆଉ ତାଳପତ୍ର ପୋଥି ତଥା ପାଣ୍ଡୁଲିପିଗୁଡ଼ିକୁ ଡିଜିଟାଇଜେସନ ମାଧ୍ୟମରେ ସଂରକ୍ଷିତ କରିବା ପାଇଁ ପରାମର୍ଶ ଦେଇଥିଲେ । […]
18فونتهای اودیا به صورت مجانی قابل دانلود هستند. توسعه دهنده فونت می‌گوید:ଓଡ଼ିଆ ଫଣ୍ଟଗୁଡିକୁ ମାଗଣାରେ ଏଠାରୁ ଡାଉନଲୋଡ଼ କରିପାରିବେ | ଏହି ଟୁଲର ନିର୍ମାତା କହନ୍ତି:
19ما طرفدار استفاده درست از زبان اودیا در محدوده مدیریت روزمره، تحویل عادلانه، جدا از مساله تعلیم هستیم. ما این پروژه را برای واژه نامه اودیا بر اساس نسخه اصلی کلمات فنی اودیا متقبل شدیم تا از وابستگی آن به زبان انگلیسی دوری کنیم.ଆମେ ହୃଦୟର ସହ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରାଥମିକତା ଦଉଛୁ, ଯାହାକି ଆଜିକାଲି ର ଅମଲାତନ୍ତ୍ର, ଆଇନ କାନୁନ ବ୍ୟବସ୍ଥା ଓ ଶିକ୍ଷା ବ୍ୟବସ୍ଥାରେ ଭାଷାର ବ୍ୟବହାର ଛଡା, ଓଡ଼ିଆ ଲେକ୍ଜିକନ ର ଉଦ୍ଭବ ପାଇଁ ପ୍ରକଳ୍ପ ହାତ କୁ ନେଇଛୁ, ଯାହାକି ଇଂରାଜୀ ବୈଷୟିକ ଶବ୍ଦଗୁଡିକର ଓଡ଼ିଆ ଶବ୍ଦାର୍ଥ କୁ ବହୁଳ ଭାବେ ଉପଯୋଗ କରାଯିବ ।
20ଏହା ଆମକୁ ଇଂରାଜୀ ଭାଷା ଉପରେଥିବା ନିର୍ଭରଶୀଳତା କୁ କମ କରିବ ।