Sentence alignment for gv-ita-20141120-93661.xml (html) - gv-ori-20141118-262.xml (html)

#itaori
1Bangladesh: Google Bus insegna le potenzialità di internet a mezzo milione di studentiବଙ୍ଗଳାଦେଶରେ ଅଧମିଲିଅନ ଲୋକଙ୍କ ପାଇଁ ଇଣ୍ଟରନେଟ କୁଶଳତା ଆଣୁଛି ଗୁଗୁଲ ବସ
2Screenshot del Google Bus dal video introduttivo su YouTube (cliccare per vedere il video)ଇଉଟିଉବରେ ଥିବା ଏକ ଇଣ୍ଟ୍ରୋ ଭିଡ଼ିଓର ସ୍କ୍ରିନସଟ (ଭିଡ଼ିଓଟି ଦେଖିବା ପାଇଁ କ୍ଲିକ କରନ୍ତୁ)
3Un team del gigante tecnologico Google sta viaggiando nel Bangladesh [en, come tutti i link seguenti] per insegnare a mezzo milione di studenti del college e delle università come sfruttare al massimo le potenzialità di internet.ଇଣ୍ଟରନେଟରୁ ଅଧିକ ଉପଯୋଗୀ କରିବା ନିମନ୍ତେ ବଙ୍ଗଳାଦେଶର ପାଖାପାଖି ଅଧ ମିଲିଅନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଟେକ ଜାଏଣ୍ଟ ଗୁଗୁଲର ଏକ ଦଳ ବସଟି ଚଳାଉଛନ୍ତି ।
4Il Google Bus, appositamente equipaggiato, alimentato con connessione internet 3G, visiterà 500 campus in 35 località del paese sud-asiatico.ଏକ ବିଶେଷ ସୁବିଧାଯୁକ୍ତ ଏହି ଗୁଗୁଲ ବସ 3G ମୋବାଇଲ ଇଣ୍ଟରନେଟ ଚାଳିତ ଓ ଦକ୍ଷିଣ ଏସିଆର ୩୫ଟି ଅଞ୍ଚଳରେ ଥିବା ୫୦୦ଟି କ୍ୟାମ୍ପସ ଯିବ ।
5Grazie alla connessione internet 3G, sempre più persone sono online in Bangladesh.ବଙ୍ଗଳାଦେଶର ଅଧିକରୁ ଅଧିକ ଲୋକ ଅନଲାଇନ ଆସିବାରେ ଲାଗିଛନ୍ତି, ଏଥି ଲାଗି ମୋବାଇଲ ଇଣ୍ଟରନେଟକୁ ସାଧୁବାଦ ଦେବା କଥା ।
6Negli ultimi due anni, la diffusione di internet è balzata al 20 percento rispetto al 5 percento del 2012.୨୦୧୨ରେ ଥିବା ୫ ଶତକଡ଼ାରୁ ରୁ ଗତ ଦୁଇ ବର୍ଷ ଭିତରେ ଇଣ୍ଟରନେଟ ୨୦ ଶତକଡ଼ା ଲୋକଙ୍କ ପାଖରେ ପହଞ୍ଚି ପାରିଛି ।
7Questi nuovi utenti, in particolare i giovani, non hanno però le conoscenze adeguate per sfruttare il potenziale della rete e dei nuovi media.ଏ ସଭିଏଁ ନୂଆ ବ୍ୟବହାରୀ ଓ ବିଶେଷ କରି ଇଣ୍ଟରନେଟର ଓ ନୂଆ ମିଡ଼ିଆର ମହତ୍ୱ ବାବଦରେ ଜାଣି ନଥିବା ଯୁବବର୍ଗର ।
8Lo scopo dell'iniziativa Google Bus è di cambiare questa situazione, non solo permettendo agli studenti di connettersi ad internet, ma anche di studiare i nuovi strumenti che facilitano la loro istruzione e il loro sviluppo, così come di partecipare a corsi di formazione.ଛାତ୍ରମାନଙ୍କୁ ଇଣ୍ଟରନେଟ ସହ ଯୋଡ଼ିବା ସହ ସେମାନଙ୍କ ଶିକ୍ଷା ଓ ବିକାଶ ସକାଶେ ନୂଆ ଟୁଲ ବାବଦରେ ଜାଣିବା ଏବଂ ତାଲିମଦାତାଙ୍କ ଦ୍ୱାରା ଶିକ୍ଷଣଶାଳା ଦେବାର ପ୍ରକ୍ରିୟା ବଦଳାଇବା ପାଇଁ ଗୁଗୁଲ ବସ ଉଦ୍ୟମ କରୁଛି ।
9Gli studenti coinvolti nel progetto potranno inoltre utilizzare dei dispositivi Android connessi ad Internet.ଏହି ପ୍ରକଳ୍ପରେ ଜଡ଼ିତ ଛାତ୍ରମାନେ ଇଣ୍ଟରନେଟ ଥିବା ଆଣ୍ଡ୍ରଏଡ଼ ଡିଭାଇସ ବ୍ୟବହାର କରିବାର ସୁଯୋଗ ଲଭିବେ ।
10L'autobus ha già visitato diversi college ed università della capitale Dhaka.ବସଟି ଏଯାବତ ଢାକାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଯାଇସାରିଲାଣି ।
11Nei prossimi mesi inizierà il suo viaggio tra le istituzioni accademiche nelle città e nei dintorni di Chittagong, Khulna, Sylhet, Rajshahi, Rangpur, Barisal e altri centri principali.ଆସନ୍ତା ମାସମାନଙ୍କରେ ଏହା ଚିଟାଗଙ୍ଗ, ଖୁଲଣା, ସିଲହଟ, ରାଜସାହି, ରଙ୍ଗପୁର, ବରିସଳ ଏବଂ ଆହୁରି ଅନେକ ସହରର ଶିକ୍ଷାନୁଷ୍ଠାନମାନଙ୍କୁ ଯିବ ।
12Diversi netizen hanno espresso il loro entusiasmo per l'iniziativa di Google:ନେଟ-ବ୍ୟବହାରୀଗଣ ଗୁଗଲର ଏହି ଅଭିଯାନରେ ନିଜ ଉତ୍କଣ୍ଠା ପ୍ରକାଶିଛନ୍ତି:
13Google sta viaggiando per tutto il Bangladesh per insegnare agli studenti delle scuole superiori come usare Internetକଲେଜ ଛାତ୍ରଙ୍କୁ ପଢ଼ାଇବା ନିମନ୍ତେ ଗୁଗୁଲ ବଙ୍ଗଳାଦେଶ ସାରା ଗାଡ଼ି ଚଳାଇଛି । - କାଦିର ଆରିଫ
14Il Google Bus ha iniziato il suo viaggio in Bangladesh via @bdnews24comଗୁଗୁଲ ବସ ବଙ୍ଗଳାଦେଶରେ ନିଜର ଯାତ୍ରାରମ୍ଭ କଲା । - ନୁରୁନାବି ହାସିବ
15Anche Google scommette sull'ICT in Bangladesh!ଗୁଗୁଲ ବଙ୍ଗଳାଦେଶର ICTରେ ମଧ୍ୟ ବାଜି ଲଗାଇଲାଣି ।
16Benvenuto Google!ତମଙ୍କୁ ପାଛୋଟା ଗୁଗୁଲ!
17Molti studenti hanno condiviso la loro esperienza sulla pagina della community su Google Plus.- ହାମିଦୁଲ ହକ ବହୁ ଛାତ୍ର ଗୁଗୁଲ ପ୍ଲସ କମୁମିଟି ପୃଷ୍ଠାରେରେ ନିଜ ଅନୁଭୂତି ଜଣାଇଛନ୍ତି ।
18Murad Hossain, dall'Adamji Cantonment College ha postato:ଆଡାମଜି କାଣ୍ଟନମେଣ୍ଟ କଲେଜର ମୁରାଦ ହୋସେନ ଲେଖିଛନ୍ତି:
19Il Google Bus è arrivato nel nostro campus del college #ACC… è fantastico :) Anche se per me è una novità, sono comunque entusiasta.ଆମ ଏସିସି କଲେଜକୁ ଗୁଗୁଲ ବସ ଆସିବା ସତରେ ଆନନ୍ଦର ବିଷୟ । ମୋ ପାଇଁ ନୂଆ ହେଲେ ବି ମନ ଉଲୁସି ଉଠୁଛି ।
20Spero che si diffonda presto in Bangladesh e che ottenga popolarità…ବଙ୍ଗଳାଦେଶରେ ଏହା ଅଧିକ ଆଗେଇ ଜଣାଶୁଣା ହେବ ବୋଲି ଆଶା…
21Orpita Ahmed (Bristy) ha scritto:ଅର୍ପିତା ଅହମଦ (ବୃଷ୍ଟି) ଲେଖନ୍ତି:
22Ciao, sono Bristy dal college di Tejgaon.ମୁଁ ତେଜଗାଓଁ କଲେଜରେ ପଢ଼ୁଥିବା ବୃଷ୍ଟି ।
23Il Google Bus mi piace.ଗୁଗୁଲ ବସ ସତରେ ବଢ଼ିଆ ।
24E' essenziale per la nostra quotidianità.ଏଇଟି ଆମ ନିତିଦିନିଆ ଜୀବନ ଲାଗି ଦରକାରୀ ।
25Quindi mi piace molto.ମୋର ଖୁବ ପସନ୍ଦ ।
26Sul blog bengalese Jhalmoori, Ahmed Rabib Towsif ha spiegato l'importanza del Google Bus:ବଙ୍ଗଲାଦେଶୀ ବ୍ଲଗ ଝାଲମୁରିରେ, ଅହମଦ ରାବିବ ତଉସିଫ ଗୁଗୁଲ ବସର ଉପ୍ୟୋଗୀତା ବଖାଣିଛନ୍ତି:
27Google, come sappiamo tutti dal loro motore di ricerca, è una società multinazionale con l'obiettivo di organizzare le informazioni di tutto il mondo e di renderle universalmente utili e accessibili.ସେମାନଙ୍କ ସର୍ଚ ଇଞ୍ଜିନରୁ ଆମେ ଜାଣିଛୁ ଗୁଗୁଲ ଜଗତର ସୂଚନାକୁ ସଜାଡ଼ିବା ଓ ତା'କୁ ସଭିଙ୍କ ସବୁଠି ଉପଲବ୍ଧ ଓ ବ୍ୟବହାରଯୋଗୀ କରିବା ଲକ୍ଷରେ ଗଢ଼ା ଏକ ବହୁଦେଶୀୟ କମ୍ପାନି ।
28Dall'iniziativa del Google Bus in Bangladesh non ne trarranno vantaggio solo i giovani di oggi, ma anche l'intero paese di domani.ଗୁଗୁଲ ବସ ବଙ୍ଗଳାଦେଶ ସୁବିଧା ଯୋଗୁଁ ଏହା କେବଳ ଆଜିର ଯୁବସମାଜ ଲାଗି ନୁହେଁ ବରଂ ସମଗ୍ର ଦେଶ ପାଇଁ ଲାଭଜନକ ହେବ ।