Sentence alignment for gv-jpn-20141021-31741.xml (html) - gv-ori-20150212-312.xml (html)

#jpnori
1野生のゾウから住民を守ろう! 携帯メールやテレビによる「ゾウ警報システム」をインドの科学者が考案ହାତୀଙ୍କ ଆକ୍ରମଣରୁ ରକ୍ଷା କରିବ ଭାରତୀୟ ବୈଜ୍ଞାନିକଙ୍କ ପ୍ରଯୁକ୍ତି ବିଦ୍ୟା
2ディマプル市で野生のゾウが家屋を破壊 写真提供Caisii Mao。
3著作権Demotix(2012年6月21日)ଦିମାପୁରରେ ହାତୀମାନେ ରହିବା ଘରସବୁ ଭାଙ୍ଗିଦେଇଛନ୍ତି।
4インドでは野生のゾウがより狭い土地へと住処を追われている中、毎年何百人もの人がゾウに襲われ命を落としている。କାଇଶି ମାଓଙ୍କ ଦେଇ ଉତ୍ତୋଳିତ ଫଟୋ । କପିରାଇଟ: Demotix (୨୧/୬/୨୦୧୨)
5Nature Conservation Foundation(NCF)の科学者であるAnand Kumarと研究者のGanesh Raghunathanは、インドのタミル・ナードゥ州バルパライ市で、人間とゾウとの衝突に対処するための斬新な方法を編み出した。ପ୍ରତିବର୍ଷ ଭାରତରେ ବଣୁଆ ହାତୀ ଆକ୍ରମଣରେ ବହୁ ଲୋକ ପ୍ରାଣ ହରାଉଛନ୍ତି । ପ୍ରକୃତି ସଂରକ୍ଷଣ ପ୍ରତିଷ୍ଠାନ ( ଏନଏଫସି ) ବୈଜ୍ଞାନିକ ଆନନ୍ଦ କୁମାର ଓ ଗବେଷକ ଗଣେଶ ରଘୁନନ୍ଦନ ତାମିଲନାଡୁର ବାଲାପରାଇରେ ହାତୀ ଆଉ ମଣିଷମାନଙ୍କ ମଧ୍ୟରେ ହଉଥିବା ସଂଘର୍ଷରୁ ବଞ୍ଚିବାପାଇଁ ଏକ ନୂଆ ପଦ୍ଧତି ବାହାର କରିଛନ୍ତି।
6彼らは地方のケーブルテレビチャンネルや携帯電話を使って、ゾウが移動する時間と場所を住民たちに知らせる ゾウ情報ネットワーク を作った。ହାତୀମାନେ କେଉଁ ଦିଗକୁ ଯାଉଛନ୍ତି ତାହା ଜାଣିବା ପାଇଁ ସେମାନେ ଏକ ଏଲେଫାଣ୍ଟ ଇନଫରମେସନ ନେଟୱର୍କ ତିଆରି କରିଛନ୍ତି।
7バルパライ市の少人数チームは日中ゾウの後を追い、ゾウの位置情報を地方のテレビ局に送っている。ଏଥିପାଇଁ ସ୍ଥାନୀୟ କେବୁଲ ଟିଭି ଓ ମୋବାଇଲ ଫୋନର ବ୍ୟବହାର କରାଯାଇଥାଏ।
8情報は、毎日午後4時以降に地方テレビのチャンネルにテロップ形式で表示される。 これは住民にゾウの出現を知らせるためのもので、これ以外にもさまざまな早期警報用システムが併用されている。ବାଲାପରାଇର ଏକ ଛୋଟ ଦଳ ଦିନରେ ହାତୀମାନଙ୍କ ସ୍ଥିତି ବିଷୟରେ ଜାଣିଲାପରେ ସ୍ଥାନୀୟ ଟିଭି ଚାନେଲକୁ ଜଣାଇଥାନ୍ତି।
9NCFには地域住民約2500人のデータベースがあり、ゾウの移動が確認された場所から半径2キロ以内にいる住民には携帯メールが送信される。 彼らはまた、住民がゾウのいる場所に近づかないよう、赤いLEDライトが点滅する装置を22箇所に設置した。ଏହି ସମ୍ପର୍କିତ ତଥ୍ୟ ସ୍ଥାନୀୟ କେବୁଲ ଚାନେଲମାନଙ୍କରେ ନିତି ଅପରାହ୍‌ଣ ୪ଟା ବେଳେ ସ୍କ୍ରୋଲିଙ୍ଗ ସମାଚାର ମାଧ୍ୟମରେ ଦିଆଯାଇଥାଏ।
10このライトは、特定の番号に不在着信をかけるだけで点くようになっている。ଏହା ବ୍ୟତୀତ ଆଗରୁ ଚେତାବନୀ ଦେବାପାଇଁ ମଧ୍ୟ ଅନେକ ବ୍ୟବସ୍ଥା ରହିଛି।
11ブロガーのDepontiはこのようにつづっている。 共存と衝突はコインの表と裏みたいなものだ。ପ୍ରତିଷ୍ଠାନ ପାଖରେ ଅଢ଼େଇ ହଜାର ସ୍ଥାନୀୟ ନାଗରିକଙ୍କ ଡାଟାବେସ ରହିଛି।
12著名な映画製作者であるSaravanakumarがこの ビデオ の中で焦点を当てているのは、バルパライの高原という土地に適していて、ここで実行可能な科学技術を用いた共存に向けての取り組みだ。ହାତୀମାନଙ୍କ ଗତିପଥର ୨ କିଲୋମିଟର ଦୂରତା ଭିତରେ ରହିଥିବା ଲୋକଙ୍କୁ ଏସଏମଏସ ପଠାଇ ଦିଆଯାଇଥାଏ। ପ୍ରତିଷ୍ଠାନ ୨୨ଟି ଜାଗାରେ ହାତୀଙ୍କଠାରୁ ବଞ୍ଚିବାପାଇଁ ନାଲି ଏଲଇଡ଼ି ଲାଇଟ ଲଗାଇଛି।
13上記のYouTube動画にコメントを投稿したVarun Alagarはこう述べている。ଏକ ବିଶେଷ ସଂଖ୍ୟାକୁ କଲ କରାଗଲେ ଲାଇଟସବୁ ଜଳିଥାଏ।
14このビデオは本当にたくさんの人に感銘を与えたよ。ବ୍ଲଗର ଡେପୋଣ୍ଟି କହନ୍ତି:
15動物との衝突に伴って被害を受けている場所では、このようなすばらしい対策が待ち望まれているんだ。ଅସ୍ତିତ୍ଵ ଓ ସଂଘର୍ଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ।
16ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରବଣକୁମାର ବାଲାପରାଇ ପଠାରେ ସ୍ଥାନୀୟ ସ୍ତରରେ ବ୍ୟବହାର କରାଯାଉଥିବା ସହଜ ପ୍ରୟୋଗସବୁ ଏକ ଭିଡ଼ିଓ ସନ୍ଦେଶ ମାଧ୍ୟମରେ ଦର୍ଶାଇଛନ୍ତି :
17ぜひ、この有益な活動を続けほしい。ବରୁଣ ଅଲଗାର , ଏହି ୟୁଟ୍ୟୁବ ଭିଡ଼ିଓ ଉପରେ ଟିପ୍ପଣୀ ଦେଇ କହିଛନ୍ତି:
18目的地ではなくそこに至る過程の中にこそ、共に生きる道がありますように。ଏଠାରେ ନିଶ୍ଚିତ ଭାବେ କିଛି ଲୋକଙ୍କୁ ପ୍ରେରଣା ମିଳିଥିବ।
19校正:Takako Noseଏହି ଭଳି ଉପାୟ ସବୁ ସଂଘର୍ଷ ଥିବା ଜାଗାରେ ସ୍ଵାଗତଯୋଗ୍ୟ। ଏହି ଭଳି ଭଲକାମ କରିଚାଲନ୍ତୁ।
20校正:Shoko Babaଆଶା, ଏହି ଯାତ୍ରାରେ କିଛି ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହ ଅସ୍ଥିତ୍ଵର ଭାବନା ମଧ୍ୟ ରହିବ।