Sentence alignment for gv-nld-20150208-18724.xml (html) - gv-ori-20150209-320.xml (html)

#nldori
1Malawi: Ergste overstroming in vijftig jaar — en waarschijnlijk heeft niemand er iets over gehoordଅର୍ଦ୍ଧ ଶତାବ୍ଦୀର ସବୁଠୁ ବଡ ବନ୍ୟା — ଆପଣ ବୋଧହୁଏ ଶୁଣି ନ ଥିବେ
2Malawiërs die eind januari na verwoestende overstromingen geëvacueerd werden, wachten in een geïmproviseerde schuilplaats tot een volgende overstroming voorbij is.ଜାନୁଆରୀ ଶେଷ ଆଡକୁ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଉଦ୍ଧାର କରାଯାଇଥିବା ମଲାୱୀମାନେ ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀ ରେ ଆଉ ଏକ ବନ୍ୟାର ଅପେକ୍ଷା କରିଛନ୍ତି ।
3Ongeveer 175.000 mensen werden ontheemd en oogsten werden verwoest door wat volgens Malawi's president de ergste overstroming in de geschiedenis van zijn land was.ଦେଶର ରାଷ୍ଟ୍ରପତିଙ୍କ ମତରେ ପାଖାପାଖି ୧୭୫,୦୦୦ ଲୋକ ଙ୍କ ଘର ଉଜାଡିଥିବା ଓ ବ୍ୟାପକ ଫସଲ ହାନି କରିଥିବା ଏହି ବନ୍ୟା ଇତିହାସର ସବୁଠାରୁ ବଡ ବିପର୍ଯୟ।
4Foto: Sam Eaton.ଫଟୋ: ସାମ ଇଟନ, PRIର ଅନୁମତି କ୍ରମେ ପ୍ରକାଶିତ ।
5Gepubliceerd met toestemming van PRI. Zelfs voor een land dat aan overstromingen gewend is, was dit een gebeurtenis zonder weerga.ସାମ ଇଟନଙ୍କ ଦ୍ୱାରା ଦି ୱାର୍ଲଡ଼ ପାଇଁ ତିଆରି ଏହି ପ୍ରସଙ୍ଗ ଓ ରେଡ଼ିଓ ବିବରଣୀ ପ୍ରଥମେ ୨୦୧୫ ଫେବୃଆରୀ ୫ ତାରିଖରରେ PRI.org ରେ ପ୍ରକାଶିତ ହୋଇଥିଲା ।
6Volgens waarnemers was dit de ergste overstroming in Malawi in vijftig jaar.ଏହା କଣ୍ଟେଣ୍ଟ-ସେଆରିଂ ଚୁକ୍ତି ଅନୁସାରେ ପୁନର୍ପ୍ରକାଶିତ ହୋଇଛି ।
7De gevolgen waren zo'n 175.000 ontheemden, een wijdverspreide vernietiging van basisgewassen als mais, en een dreigende volksgezondheidscrisis.
8Een 69-jarige man die bij de oever van de rivier Shire woont, waar de zwaarste overstromingen plaatsvonden sinds de stortregens midden januari begonnen, zegt dat hij nog nooit in zijn leven zoiets heeft gezien.ପାଖାପାଖି ୧୭୫,୦୦୦ ଲୋକ ବାସଚ୍ୟୁତ ହେଲାପରେ ଏବଂ ମକା ଆଦି ମୁଖ୍ୟ ଫସଲର ବ୍ୟାପକ କ୍ଷୟକ୍ଷତି ଦେଖିବା ପରେ ନିରୀକ୍ଷକମାନଙ୍କ ମତ ଅନୁସାରେ ଏହା ଗତ ଅର୍ଦ୍ଧ ଶତାବ୍ଦୀ ରେ ମଲାୱୀ (ଆଫ୍ରିକା) ରେ ଘଟିଥିବା ସବୁଠାରୁ ବଡ ବନ୍ୟା, ଯାହା ଦ୍ଵାରା ସର୍ବସାଧାରଣ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଇଛି ।
9‘Er zijn elk jaar overstromingen', vertelt hij, ‘en daar kunnen we ons op voorbereiden. Maar deze keer was het anders.'ଜାନୁଆରୀ ମଧ୍ୟ ଭାଗରୁ ଆରମ୍ଭ ହେଇଥିବା ଲଗାଣ ବର୍ଷାରେ ସବୁଠାରୁ ଅଧିକ ପ୍ରଭାବିତ ଶିରେ ନଦୀ ଅଞ୍ଚଳରେ ବାସ କରୁଥିବା ଜଣେ ୬୯ ବୟସ୍କ ବୃଦ୍ଧ କହିଛନ୍ତି ଯେ ତାଙ୍କ ଜୀବନ କାଳ ମଧ୍ୟରେ ସେ ଏମିତି ବନ୍ୟା ଦେଖି ନାହାନ୍ତି।
10Families vertellen hoe ze hun huizen zagen instorten, soms terwijl ze op het dak ervan stonden.ବନ୍ୟା ସବୁବେଳେ ଆସେ ଓ ଲୋକମାନେ ତା' ହିସାବରେ ନିଜକୁ ପ୍ରସ୍ତୁତ କରି ରଖନ୍ତି, କିନ୍ତୁ ଏଥର ସବୁଠାରୁ ଅଲଗା ଥିଲା।
11Hoe ze op termietenheuvels klommen, de enige hooggelegen plekken die nog over waren, terwijl ze op redding door helikopters of boten wachtten. Soms werden ze omsingeld door krokodillen.ଲୋକମାନେ ବର୍ଣ୍ଣନା କରିଛନ୍ତି କେମିତି ସେମାନଙ୍କ ଆଖି ଆଗରେ ତାଙ୍କ ଘର ଭାସିଗଲା ଓ ସେମାନେ ଉଈହୁଙ୍କା ଧରି ନିଜ ଜୀବନ ବଞ୍ଚାଇଥିଲେ ଏଇ ଆଶାରେ ଯେ ବୋଟ ଅଥବା ହେଲିକପ୍ଟର ଧରି କେହି ସେମାନଙ୍କ ସହାୟତା ପାଇଁ ଆସିବେ।
12De rampzalige overstromingen hebben voornamelijk gebieden langs de rivier Shire in het diepe zuiden van Malawi getroffen.ଏପରିକି ସେମାନେ ହୁଙ୍କା ଧରି ପାଣିରେ ଥିଲେବେଳେ କୁମ୍ଭୀରସବୁ ପାଖରେ ଘୁରି ବୁଲୁଥିଲେ ।
13Er zijn vaak overstromingen in de regio, maar de lokale bevolking zegt dat de recente overstromingen de ergste in minstens vijftig jaar zijn. Foto's: Wikipedia Commonsଦକ୍ଷିଣ ମଲାୱୀ ସହର ବାଙ୍ଗୁଲାରେ ଏକ ବନ୍ୟା ଆଶ୍ରୟ ସ୍ଥଳୀରେ ପ୍ରାୟ ସବୁ ଲୋକ କହିଲେ ଯେ ସେମାନେ ନିଜ ପିନ୍ଧିବା ବସ୍ତ୍ର ଛଡା ଆଉ ସବୁ କିଛି ହରେଇ ସାରିଛନ୍ତି ।
14In een kamp voor ontheemden in Bangula in Zuid-Malawi, vertelde iedereen die ik sprak dat ze alles kwijt waren, behalve de kleren die ze droegen.ଦୂର ଦକ୍ଷିଣ ମଲାୱୀର ଶିରେ ନଦୀ କୂଳ ଅଞ୍ଚଳମାନ ପ୍ରଳୟଙ୍କରୀ ବନ୍ୟା ଦ୍ୱାରା ଭୀଷଣ ଭାବେ ପ୍ରଭାବିତ ହୋଇଛି । ଏହି ଅଞ୍ଚଳ ବନ୍ୟା ଦ୍ୱାରା ଅଧିକାଂଶ ଭାବେ ପ୍ରଭାବିତ ହେଉଥିଲେ ହେଁ ସ୍ଥାନୀୟ ଲୋକଙ୍କ ମତରେ ନିକଟର ବନ୍ୟା ଗତ ଅର୍ଦ୍ଧ ଶତାବ୍ଦୀର ସବୁଠାରୁ ଅଧିକ ପ୍ରଳୟଙ୍କରୀ ।
15(Bekijk meer foto's van Sam Eatons bezoek aan het overstromingsgebied in Malawi op: PRI.org.)
16In het kamp zelf heersen ellendige omstandigheden.ଉଇକିମିଡ଼ିଆ କମନ୍ସରୁ ପବ୍ଲିକ ଡୋମେନ ଫଟୋ ।
17Meer dan tien gezinnen moeten een tent delen.(PRI.orgରେ ସାମ ଇଟନଙ୍କ ମଲାୱୀ ଯିବା ପରର ଅଧିକ ଫଟୋ ।)
18Er zijn geen muskietennetten en er is maar weinig bescherming tegen de voortdurende regen en de felle zon die tussen de regenbuien door schijnt.ଏପରିକି ଆଶ୍ରୟସ୍ଥଳୀ ଅବସ୍ଥା ମଧ୍ୟ ଶୋଚନୀୟ କାରଣ ପାଖାପାଖି ୧୦ ଟି ପରିବାର ଗୋଟେ ତମ୍ବୁତଳେ ବିନା ମଶାରୀରେ ଦିନରାତି ରହୁଛନ୍ତି, ଖରାବର୍ଷାର ପ୍ରକୋପରୁ ରକ୍ଷା ପାଇବା ପାଇଁ ସାମାନ୍ୟତମ ସୁରକ୍ଷା ଅଭାବରେ।
19Vrouwen die boven open vuurtjes koken zeggen dat er niet genoeg voedsel is.ମହିଳାମାନେ କହିଛନ୍ତି ଯେ ରାନ୍ଧିବା ପାଇଁ ଆବଶ୍ୟକ ପରିମାଣରେ ଖାଦ୍ୟ ନାହିଁ ।
20Ik hoorde verhalen over mannelijke kampmedewerkers die seks eisen in ruil voor het kleine beetje beschikbare voedsel.
21Vrouwen zijn bang om ‘s nachts verkracht te worden, wanneer het door het weinige licht veel minder veilig is. Ondertussen zitten duizenden mensen vast op plaatsen die niet via de weg bereikt kunnen worden.ସେଠାରେ ଥିବା ପୁରୁଷ କର୍ମୀମାନେ ଖାଦ୍ୟ ବଦଳରେ ମହିଳାମାନଙ୍କ ସହ ଶାରିରୀକ ସମ୍ପର୍କ ପାଇଁ ଦାବି କରିବା ଓ ଝିଅମାନେ ସୁରକ୍ଷା ଅଭାବରେ ନିର୍ଯାତିତ ହେବା ଭୟରେ ଦିନ କାଟିବା କଥା କିଛି ଲୋକ କହିଛନ୍ତି।
22Reddingsploegen proberen per helikopter voedsel aan deze gebieden te leveren.ଅପରପକ୍ଷେ ହଜାର ହଜାର ଲୋକ ଜଳବନ୍ଦୀ ହେଇ ଏବେ ବି ଦୂର ଜାଗାରେ ରହିଛନ୍ତି।
23De ramp is veroorzaakt door een combinatie van stortregens, hoge bevolkingsdichtheid en ontbossing.ସହାୟତା କର୍ମୀ ମାନେ ସେ ସବୁ ଜାଗାକୁ ହେଲିକପ୍ଟର ଯୋଗେ ଖାଇବା ପହଞ୍ଚାଉଛନ୍ତି।
24In het stroomgebied van de rivier Shire zijn de hellingen volledig kaalgekapt, onder andere voor brandstof om mee te koken.ଏତେ ବଡ ବିପର୍ଯ୍ୟୟ ର କାରଣ ଅନେକ ଜଟିଳ ସମସ୍ୟା-ମୁଷଳ ଧାରାରେ ବର୍ଷା, ଭାରି ଜନସଂଖ୍ୟା ଘନତ୍ଵ ଓ ବନ୍ୟସମ୍ପଦ ହ୍ରାସ । ଉଦାହରଣ ସ୍ୱରୂପ ଶିରେ ନଦୀ ବନ୍ୟାର ମୂଳ କାରଣ ଥିଲା।
25Er is dus niets wat de enorme hoeveelheid regen die de dalen instroomt tegen kan houden.ରନ୍ଧନ କାଠ ପାଇଁ ଆଖପାଖ ପାହାଡ଼ିଆ ଅଞ୍ଚଳର ଗଛ କଟାହେବା ଫଳରେ ଭୀଷଣ ମାତ୍ରାରେ ବର୍ଷାଜଳ ତଳ ଇଲାକାକୁ ଆସିବା ପାଇଁ କୌଣସି ବାଧା ନ ଥିଲା ।
26Luister naar het geluid van de regen in Malawi: http://globalvoicesonline.org/wp-content/uploads/2015/02/Rain-clip.mp3
27Klimaatverandering zou ook een rol kunnen spelen.ମଲାୱୀରେ ବର୍ଷା ପଡ଼ିବା ଶୁଣନ୍ତୁ : http://globalvoicesonline.org/wp-content/uploads/2015/02/Rain-clip.mp3
28De intensiteit van de storm die de overstromingen veroorzaakte, komt precies overeen met wat er volgens klimaatmodellen gebeurt als de concentratie van koolstofdioxide in de atmosfeer stijgt.ଜଳବାୟୁ ପରିବର୍ତନ ମଧ୍ୟ ଅନ୍ୟ ଏକ କାରଣ ହେଇପାରେ । ଏତେବଡ ବନ୍ୟା ପଛରେ ଥିବା ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା, ଜଳବାୟୁ ସମ୍ପର୍କିତ ସେହି ମଡେଲର ଭବିଷ୍ୟବାଣୀ ସହ ଖାପ ଖାଉଛି ଯାହା କହେ କାର୍ବନ ଏମିସନ ପାଣିପାଗ ଉପରେ ମାତ୍ରାଧିକ ହସ୍ତକ୍ଷେପ କରିଥାଏ ।
29Deze stormen kunnen verwoestende gevolgen hebben voor arme landen als Malawi.
30Hier wonen veel gezinnen in eenvoudige lemen hutjes en boerderijen die eenvoudigweg niet tegen dit soort weer bestand zijn.ଏ ପ୍ରକାର ର ଘୂର୍ଣ୍ଣିଝଡ଼ ମଲାୱୀ ର ଝାଟିମାଟି କୁଡ଼ିଆ ଓ ବିଲଡିହରେ ଘର କରି ରହୁଥିବା ପରିବାରସବୁକୁ ଧ୍ଵଂସ କରିବା ପାଇଁ ଯଥେଷ୍ଟ।
31Waarnemers vrezen dat er de komende weken en maanden een ernstig voedselgebrek zal ontstaan. Veel akkers zijn volledig verwoest.ପର୍ଯ୍ୟବେକ୍ଷକଙ୍କ ମତରେ ଏବେ ଉତ୍କଟ ଖାଦ୍ୟାଭାବ ସମସ୍ୟା କେଇ ସପ୍ତାହ କିମ୍ବା ମାସ ମାସ ଧରି ଦେଖା ହେବ।
32Voor de boeren is het daardoor bijna onmogelijk deze voor het einde van Malawi's korte regenseizoen weer te beplanten.ସେ ଦେଶର ଅଳ୍ପଦିନିଆ ବର୍ଷାଋତୁ ସରି ଆସୁଥିବାବେଳେ ବହୁ ଚାଷୀଙ୍କ ଫସଲ ଏପରି ଏକ ସମୟରେ ବନ୍ୟା ଉଜାଡ଼ି ଦେଇଯାଇଛି ଯେ ନୂଆ ବିହନ ବୁଣିବା ପାଇଁ ଆଉ ସମୟ ନାହିଁ ।
33De overstromingen volgden op een zware periode van droogte die ook al zijn tol eiste van de voedselproductie.ପୁଣି ଏହି ବନ୍ୟା ଏକ ଭୀଷଣ ମରୁଡ଼ି ପରେ ପରେ ଆସିଛି ଯାହା ଖାଦ୍ୟ ଉତ୍ପାଦନକୁ ବହୁ ପରିମାଣ ରେ କ୍ଷତି ପହଞ୍ଚାଇଛି । ଦେଶର ସରକାର ଏପରି ଏକ ପରିସ୍ଥିତିର ସାମ୍ନା କରିବା ଅବସ୍ଥାରେ ନାହାନ୍ତି ।
34De regering van het land is nauwelijks in staat om op de crisis te reageren.ଏକ ଦୁର୍ନୀତି ଅଭିଯୋଗ ପରେ ମଲାୱୀ ଅର୍ଥନୀତି ର ୪୦ ପ୍ରତିଶତ ଭରଣା କରୁଥିବା ବୈଦେଶିକ ଅର୍ଥ ସହାୟତା ଏବେ କିଛିଦିନ ତଳେ ବନ୍ଦ ହେଇଯାଇଛି ।
35In de nasleep van een gigantisch corruptieschandaal werd onlangs de buitenlandse hulp, goed voor ongeveer 40% van Malawi's economie, stopgezet.ଗତ ସପ୍ତାହରେ ଦରମା ବଢ଼ାଇବା ପାଇଁ ସେ ଦେଶର ପାର୍ଲିଆମେଣ୍ଟ ସଭ୍ୟମାନେ ଧାରଣା ଦେବା ସରକାରଙ୍କ କାର୍ଯ୍ୟ କଳାପ ବିଷୟରେ ପ୍ରମାଣିତ କରୁଛି ।
36Deze week staakte het parlement voor hogere salarissen. De overheid functioneert dus nauwelijks.ବେସରକାରୀ ସଂସ୍ଥା ସବୁ ସାହାଯ୍ୟ ପ୍ରଦାନ କରୁଛନ୍ତି ସତ, ହେଲେ ସେମାନଙ୍କ ପାଖରେ ଟଙ୍କାର ଘୋର ଅଭାବ ।
37In plaats daarvan beheren NGO's de hulpverleningsacties, maar hun geld is bijna op.ଏପରି ସମୟରେ ଅଧିକ ବର୍ଷାପାତର ଭବିଷ୍ୟବାଣୀ ଦର୍ଶାଉଛି ଯେ ଏ ପରିସ୍ଥିତି ସୁଧୁରିବା ଅପେକ୍ଷା ଆହୁରି ଖରାପ ହେଇପାରେ।
38Er is nog meer regen op komst en dit betekent dat de omstandigheden die de wijdverbreide ontheemding veroorzaakten ongewijzigd blijven.