Sentence alignment for gv-ori-20140915-146.xml (html) - gv-rus-20140919-31139.xml (html)

#orirus
1ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ‘ହ୍ୟାପି’ ଶ୍ରଦ୍ଧାଞ୍ଜଳି ଭିଡିଓОдин из последних трибьютов на песню “Happy” создан в Гималаях
2ସୁସ୍ମିତା ପାଖରିନଙ୍କ ଦ୍ୱାରା ଅପଲୋଡ଼ ହୋଇଥିବା “ହ୍ୟାପି ସିକ୍କିମ” ଭିଡିଓର ସ୍କ୍ରିନସଟСкриншо видео на песню “Happy Sikkim” (Счастливый Сикким), выложенного Сушмитой Пахрин
3ଅନଲାଇନରେ ଅପଲୋଡ଼ ହୋଇଥିବା ଆମେରିକାନ କଣ୍ଠଶିଳ୍ପୀ ଓ ପ୍ରଯୋଜକ ଫାରେଲ ଉଇଲିଅମ୍ସଙ୍କ ଲିଖିତ, ପ୍ରଯୋଜିତ ଓ ଅଭିନୀତ “ହ୍ୟାପି” ଏହି ବର୍ଷର ଆରମ୍ଭରେ ଜଗତର ଅନେକ ସ୍ଥାନରେ ଉତ୍ତୋଳିତ ହୋଇଥିବା ଅଗଣିତ ଶ୍ରଦ୍ଧାଞ୍ଜଳି ଭିଡିଓ ମାନଙ୍କ ଭିତରେ ଖୁବ ଚର୍ଚ୍ଚିତ ହୋଇଥିଲା ।Песня “Happy“, написанная и исполненная американским певцом и продюсером Фарреллом Уильямсом, приобрела в этом году чрезвычайную популярность, когда в Интернете появилось бесчисленное количество видеотрибьютов со всего мира.
4ମୋଟରୁ ନ କରିବା ଠାରୁ ବିଳମ୍ବରେ କରିବା ନୀତିରେ, ଲେନ୍ସ କ୍ରାଫ୍ଟ ପ୍ରଡକସନର ସୁସ୍ମିତା ପାଖରିନ ହିମାଳୟ ପର୍ବତ ଉପର ଜମିରେ ବାନ୍ଧି ହୋଇଥିବା ଭାରତୀୟ ରାଜ୍ୟ ସିକିମ ନିମନ୍ତେ ଏକ ସଂସ୍କରଣ ତିଆରି କରିଛନ୍ତି ।Действуя по принципу “лучше подзно, чем никогда”, Sushmita Pakhrin (Сушмита Пахрин) из Lens Craft Production создала свою версию песни для Сиккима - штата на северо-востоке Индии, в Гималаях.
5ଭିଡିଓଟି ଅଗଷ୍ଟ ୨୮, ୨୦୧୪ରେ ଇଉଟିଉବରେ ଅପଲୋଡ ହୋଇଥିଲା ଓ ଏହାର ଉଚ୍ଚମାନର ନିର୍ମାଣଶେଳୀ ନିମନ୍ତେ ପ୍ରଶଂସାଲାଭ କରିଥିଲା ।Видео было выложено в YouTube 28 августа 2014 года и получило много положительных отзывов за свое высокое качество.
6ଅନଲାଇନ ସମ୍ବାଦ ସାଇଟ ସିକିମ ନାଓରେ ସାକ୍ଷାତକାର ଦେଇ ସୁସ୍ମିତା କହିଛନ୍ତି:Госпожа Пахрин cказала [анг] в интервью онлайн-изданию “Sikkim Now” (Сикким сейчас):
7ଆମେ ସିକିମର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ୍କୁ ଦେଖାଇବାର ଉଦ୍ୟମ କରିଛୁ ।Мы попытались показать красоту Сиккима, а также популярных артистов и восходящих звезд штата.