Sentence alignment for gv-ori-20150307-368.xml (html) - gv-spa-20141119-261413.xml (html)

#orispa
1ନୂଆ ପ୍ରଯୁକ୍ତି ଓ ଆବିଷ୍କାର ଉପରେ ମୁମ୍ବାଇର ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ମତLos escolares de Mumbai tienen grandes ideas sobre tecnología e innovación
2ଭିଡ଼ିଓର କିଛି ଚିତ୍ରର ଅଂଶ (ଦେଖିବା ପାଇଁ ଫଟୋରେ କ୍ଲିକ କରନ୍ତୁ)Una captura del vídeo (haga click en la foto para ver)
3ଲେଖକ @sutarcv ଆତ୍ମା ସହିତ ସମ୍ପର୍କ ସମନ୍ଵୟକାରୀ ଭାବେ କାମ କରନ୍ତିEl autor @sutarcv trabaja como coordinador de comunicación con Atma.
4ଆତ୍ମା ଭାରତର ନିମ୍ନତମ ସୁବିଧାରୁ ବଞ୍ଚିତ ପିଲାମାନଙ୍କୁ ସାହାଯ୍ୟ କରୁଥିବା ପ୍ରକଳ୍ପମାନଙ୍କୁ ସହଯୋଗ କରିବା ଲକ୍ଷ୍ୟରେ ସ୍ଥାପିତ ଏକ ଅଣଲାଭକାରୀ ଶିକ୍ଷା ସଂସ୍ଥା । ନିକଟରେ ଆତ୍ମା ଦ୍ୱ୍ୱାରା ପ୍ରକାଶିତ ଏକ ଭିଡ଼ିଓରେ ଏକ ସ୍ଥାନୀୟ ମହାନଗର ନିଗମ ବିଦ୍ୟାଳୟର ପିଲାମାନେ ଉଦ୍ଭାବନ, ପ୍ରଯୁକ୍ତି, ପରିବେଶ ଓ ଅର୍ଥ ଉପରେ ନିଜର ମତାମତ ଦେଇଛନ୍ତି ।Niños de una escuela municipal de Mumbai expresaron sus opiniones en temas como invenciones, tecnología. ambiente y dinero en un reciente vídeo de Atma, una organización educativa sin fines de lucro, cuya misión es apoyar iniciativas que ayuden a niños de bajos recursos en India.
5ଏହି ଭିଡ଼ିଓ ସ୍ଥାନୀୟ ମହାନଗର ବିଦ୍ୟାଳୟରେ ପଢୁଥିବା, ଖରାପ ପରିବେଶରେ ବଢ଼ୁଥିବା ଓ ସ୍ଥଳବିଶେଷରେ ନିଜର ମଦ୍ୟପ ଅଭିଭାବକମାନଙ୍କର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ମସ୍ତିଷ୍କକୁ ପରଖିବାର ଏକ ସୂକ୍ଷ୍ମଦୃଷ୍ଟି ଦେଇଥାଏ ।Este vídeo provee un mejor entendimiento sobre lo que pasa en las mentes de los niños que estudian en escuelas municipales. Muchos de estos niños enfrentan circunstancias adversas como vivir en un mal vecindario o tener que lidia con padres alcohólicos por ejemplo.
6ଝିଅଟିଏ ଏମିତି ଏକ ପ୍ରଯୁକ୍ତି ଉଦ୍ଭାବନ କରିବାକୁ ଚାହେଁ ଯାହାଫଳରେ ମଣିଷ ନିଜ ଇଚ୍ଛା ଅନୁସାରେ ଉଡ଼ିପାରିବ।Una niña desea inventar una tecnología que pueda ayudar a un hombre a volar cuando lo desee.
7ଆଉଜଣେ ଏମିତି ଏକ ଟଙ୍କାମୁଣି (ଉଆଲେଟ) ଉଦ୍ଭାବନ କରିବାକୁ ଚାହୁଁଛି ଯେଉଁଥିରୁ ପଇସା କେବେ ସରିବ ନାହିଁ ।Otro quiere inventar una billetera en la cual el dinero nunca se acabe.
8ପ୍ରଯୁକ୍ତି କଥା ପଡ଼ିଲେ ଏହି ମହାନଗର ନିଗମ ବିଦ୍ୟାଳୟର ପିଲାମାନେ ଭାରୀ ଉତ୍ସାହୀ ।En lo que respecta a tecnología, parece ser que los niños de esta escuela municipal son entusiastas.
9ସେମାନେ ମେସେଜିଙ୍ଗ ସେବା ହ୍ଵାଟ୍ସଆପ, ଇମେଲ ଓ ଗୁଗଲ ବିଷୟରେ ଜାଣିଛନ୍ତି, କିନ୍ତୁ ସେମାନଙ୍କ କଥାବାର୍ତ୍ତାରୁ ଯାହା ଜଣାଗଲା ଇଣ୍ଟରନେନେଟ ବ୍ୟବହାର ସେମାନଙ୍କପାଇଁ ସୀମିତ ।Conocen acerca del servicio de mensajería WhatsApp, correo electrónico y Google, pero también parece que de acuerdo a las conversaciones de los niños su acceso a Internet es limitado.
10ଆତ୍ମା ଫେସବୁକ ପୋଷ୍ଟରେ ଇନିଶ ମର୍ଚ୍ଚାଣ୍ଟ ଭିଡ଼ିଓ ଉପରେ ମନ୍ତବ୍ୟ ଦେଇ କହିଛନ୍ତି:Inish Merchant comentó lo siguiente en un estado de Facebook de Atma que contenía el vídeo:
11ମୁଁ ଚାହେଁ, ସରକାରୀ ବିଦ୍ୟାଳୟଗୁଡିକ ସେମାନଙ୍କର ପାଠ୍ୟକ୍ରମର ଅଂଶ ଭାବେ ଆଇଟି ଶିଖାନ୍ତୁ ।Desearía que las escuelas del gobierno comenzaran a dar clases de tecnología como parte de sus planes de estudio.
12ଏକ କାଳ୍ପନିକ ପ୍ରଶ୍ନର ସବୁଠୁ ଚଟୁଳ ଉତ୍ତର - ସେମାନଙ୍କୁ ଅନେକ ପଇସା ମିଳିଲେ ସେମାନେ କଣ କରିବେ?Las respuestas más fascinantes corresponden a una pregunta hipotética - ¿que harían si tuvieran mucho dinero?
13କେଇ ଜଣ କହିଲେ ଏହାକୁ ନିଜ ଅଭିଭାବକଙ୍କ ପାଇଁ ସଞ୍ଚିବେ ଆଉ ବାକି କିଛି କହିଲେ ଏହାକୁ ଭିନ୍ନକ୍ଷମମାନଙ୍କ ସାହାଯ୍ୟ ନିମନ୍ତେ ଦାନ କରିବେ ।Algunos dijeron que lo ahorrarían para dárselo a sus padres, mientras otros dijeron que lo donarían para ayudar a alguna persona con discapacidad.
14ସେମାନଙ୍କ ଭିତରେ ଆହୁରି କିଛି ମଧ୍ୟ କହିଲେ ଯେ ସେମାନେ ନିଜ ପାଇଁ ପ୍ରଥମେ କିଛି ତିଆରି କରିବେ, ତାପରେ ଅନ୍ୟପାଇଁ କିଛି ତିଆରି କରିବେ ।También algunos cuantos dijeron que lo usarían para construir algo para ellos y luego hacer algo por otras personas.
15ମେକ ଏ ଡିଫରେନ୍ସ ଅନାଥ ଓ ଅସହାୟ ପିଲାଙ୍କୁ ସାହାଯ୍ୟ କରୁଥିବା ଏକ ଅଣଲାଭକାରୀ ସଂସ୍ଥା । ଏହାର ଜଣେ କମ୍ୟୁନିକେସନ ବିଶେଷଜ୍ଞ ପ୍ରତୀକ ଇଉ.Prateek U Keshari, especialista en comunicación de Make A Difference, una organización sin fines de lucro que trabaja con niños y huérfanos de la calle, escribió:
16କେଶରୀ ଲେଖିଲେ,¡Esto es hermoso!
17ଏହା ବହୁତ ସୁନ୍ଦର! ଯଦି କେବଳ ବୟସ୍କମାନେ ଏହି ପିଲାର ଆଖି ମାଧ୍ୟମରେ ବିଚାରଗୁଡ଼ିକର ସମ୍ଭାବନାକୁ ଦେଖିପାରନ୍ତେ ।¡Si tan sólo más adultos miraran las posibilidades a través de los ojos de un niño!