# | ori | tur |
---|
1 | ସାଉଦି ମୌଲବୀଙ୍କ ମତରେ ପୃଥିବୀ ସ୍ଥିର! | Suudi Din Adamı'na Göre Dünya Dönmüyor, Diğerlerine Göre ise Güneş Dünya Çevresinde Dönüyor |
2 | ସାଉଦି ଆରବର ରକ୍ଷଣଶୀଳ ମୌଲବୀ ଶେଖ ବନ୍ଦର ଅଲ-ଖାଇବରୀ ଙ୍କ ମତରେ ଏକଥା କେବେବି ସମ୍ଭବ ନୁହେଁ ଯେ ପୃଥିବୀ ନିଜ ଚାରିପଟେ ଘୁରିବୁଲେ । | Suudi din adamı Şeyh Bandar al-Khaibari, Youtube'daki bir vidyoda Dünya'nın Güneş etrafında dönmediğini ve sabit olduğunu söylüyor. |
3 | ଏ ବିଷୟରେ ତାଙ୍କ ମତ ଏକ ଭିଡିଓରେ ପ୍ରସାରିତ ହେଇଛି, ଯେଉଥିରେ ସେ ବୁଝୋଇଛନ୍ତି ଯଦି ପୃଥିବୀ ଘୂର୍ଣ୍ଣନଶୀଳ, ତେବେ ଜଣେ ସାଉଦିରୁ କେବେ ବି ବିମାନରେ ଚୀନ ଯାତ୍ରା କରିପାରିବ ନାହିଁ । | Suudi kanalı Al Arabiya TV, olay sosyal medyada viral hâle geldikten sonra eleştiriye başladı, izleyiciler için yayın yaptı. Fotoğraf: Al Arabiya TV kanalından bir görüntü |
4 | ସାଉଦି ଆରବର ରକ୍ଷଣଶୀଳ ମୌଲବୀ ଶେଖ ବନ୍ଦର ଅଲ-ଖାଇବରୀଙ୍କ ମତରେ ଏକଥା କେବେବି ସମ୍ଭବ ନୁହେଁ ଯେ ପୃଥିବୀ ନିଜ ଚାରିପଟେ ଘୂରିବୁଲେ । | “Dünya'nın kendi kendine dönmesine imkan yok. ” diyor gezegenimizin sabit olduğunu ısrar eden Suudi din adamı Şeyh Bandar al-Khaibari. |
5 | ସୋସିଅଲ ମିଡିଆରେ ଏହାର ବ୍ୟାପକ ଚର୍ଚ୍ଚା ପରେ ସାଉଦି ସରକାରଙ୍କ ଦ୍ଵାରା ପରିଚାଳିତ ଅଲ ଆରବୀ ଟିଭି ଏହି ଖବର ପ୍ରସାରଣ କରିଥିଲା। | Bir derste yaptığı görülen açıklamasında, Dünya'nın dönüyor olduğu bir durumda insanların uçakla Çin'e uçakla nasıl gittiklerini sorguluyor. |
6 | ଫଟୋ: ଅଲ ଆରବିଆ ଟିଭିର ଖବର ପ୍ରସାରଣର ଚିତ୍ର | Tam olarak cümleleri: |
7 | ଜଣେ ମୁସଲମାନ ହିସାବରେ ଆମର ମଧ୍ୟ ବିଚାର କରିବା ଶକ୍ତି ଅଛି। | Biz Müslümanlar olarak aklımız var. İlk olarak, neredeyiz? |
8 | ପ୍ରଥମ କଥା ଆମେ କେଉଁଠି ଅଛେ ? ଯଦି ଆମେ ଶାରଜା ଏୟାରପୋର୍ଟରୁ ବିମାନ ଯୋଗେ ଚୀନ ଏୟାରପୋର୍ଟ ଯିବା.. | Eğer Şarika Havaalanı'na, Çin'e gitmek için gidersek, bir uçakla .. tamam mı? |
9 | ବୁଝିଲେ? | Benimle odaklanmanızı istiyorum .. |
10 | ମୁଁ ଚାହୁଁଛି ଆପଣ ମାନେ ମୋ କଥାକୁ ଧ୍ୟାନର ସହିତ ଶୁଣନ୍ତୁ । ଏ ହେଉଛି ପୃଥିବୀ (ଗୋଟେ ବସ୍ତୁକୁ ହାତରେ ଧରି) , ଯଦି ତୁମ କହିବା ଅନୁସାରେ ଏହା ଘୁରୁଥାଏ , ଆଉ ଯଦି ଆମେ ଶାରଜା ଏୟାରପୋର୍ଟରୁ ଚୀନ ଯିବା, ଏବଂ ପୃଥିବୀ ଘୂରୁଥିବ, ହେଲା? | Bu dünya [elinde bir obje tutuyor], eğer döndüğünü iddia ederseniz, eğer Çin Havaalanı'na uluslararası bir uçuşla gitmek için ŞarikaHavaalanı'ndan çıkarsak, Dünya da dönüyor değil mi? |
11 | ତାହେଲେ ଯଦି ବିମାନଟି ଆକାଶରେ ସ୍ଥିର ହୋଇ ରହିଯାଏ , ଚୀନ ଆସିବ ନା ଆସିବନାହିଁ? | Peki, uçak havada dursa, Çin uçağa gelmez mi? Doğru mu yanlış mı? |
12 | ଯଦି ପୃଥିବୀ ପ୍ରକୃତରେ ଘୁରୁଥାଏ, ଆଉ ତୁମେ ବିମାନରେ ଯାତ୍ରା କରୁଥାଅ, ତେବେ ତୁମେ କୌଣସି ମତେ ଚୀନ ପହଞ୍ଚି ପାରିବ ନାହିଁ, କାରଣ ଚୀନ ଆଉ ଆପଣ ନିଜେ ଗତିଶୀଳ। | Eğer dönüyorsa, Çin gelir mi gelmez mi? Dünya böyle dönseydi ve uçak uçsaydı, Çin'e asla gidemezdiniz, çünkü Çin dönüyor ve siz de dönüyorsunuz. |
13 | ତାହେଲେ ଜଣେ କେମିତି ଚୀନ ପହଞ୍ଚିବ ? | Çin'e nasıl ulaşabilirsiniz? |
14 | ସୋସିଅଲ ମିଡିଆରେ ଏହାର ବ୍ୟାପକ ଚର୍ଚ୍ଚା ପରେ ସାଉଦି ସରକାରଙ୍କ ଦ୍ଵାରା ପରିଚାଳିତ ଅଲ ଆରବିଆ ଟିଭି ଏହି ଖବର ପ୍ରସାରିତ କରିଥିଲା ଓ ସେହି ଭିଡିଓର ଇଂରାଜୀ ଅନୁବାଦ ମଧ୍ୟ କରିଥିଲା। | Youtube'da Ahmed Zayed vidyoyu paylaştı: Ve olay sosyal medyada viral olduktan sonra yayın yapan Suudi kanalı Al Arabiya TV, burada vidyonun İngilizce çevirisini yaptı. |
15 | ଏଠାରେ (ଇଂରାଜୀ ଅନୁବାଦ ଦେଖନ୍ତୁ)। ତେବେ ଏହି ବିତର୍କ ଆହୁରି ଆଗକୁ ବଢ଼ିଲା ଯେବେ ଅନ୍ୟ ଲୋକମାନେ ଯୋଗଦେଇ ସୂର୍ଯ୍ୟ ପୃଥିବୀ ଚାରିପଟେ ଘୂରେ ବୋଲି କହିବା ଆରମ୍ଭ କଲେ। | Twitter'da, Suudiler, #dinadamı_dünyanın_dönüşünü_reddediyor anlamına gelen #داعية_ينفي_دوران_الأرض hashtag'i altında Dünya'nın kendi etrafında mı yoksa Güneş etrafında mı döndüğü konusunda sonuca varmak için birbirlerine girdiler. |
16 | ସାଉଦି ଆରବର ନୟଫିକ ଟ୍ଵିଟରରେ ଏହି ପୁରୁଣା ଫତୁଆୱାକୁ ଉଦ୍ଧୃତ କରିଛନ୍ତି, ଯେଉଥିରେ କୁହାଯାଇଛି ଯେ ପୃଥିବୀ ସ୍ଥିର ଓ ସୂର୍ଯ୍ୟ ଏହା ଚାରିପଟେ ଘୂରେ। | Konu, Güneş'in Dünya'nın etrafında döndüğünün iddia edilmesine değin ilerledi. |
17 | ଏଇ ଟ୍ଵିଟରକୁ ବର୍ତ୍ତମାନ ସୁଦ୍ଧା ୫୦୦ ରୁ ଅଧିକ ଲୋକ ନିଜ ନିଜ ପ୍ରୋଫାଇଲ ରେ ଶେୟାର କରି ସାରିଛନ୍ତି। - NAiFco (@naifco) February 15, 2015 | Suudi Arabistan'dan Naifco, Dünya'nın sabit olduğu ve Güneş'in de onun etrafında döndüğünü söyleyen bir fetvayı meydasna çıkarıp Twitter'da paylaştı. |
18 | ଏହି ଫତୁଆ (ଯାହାକି ସାଉଦି ଆରବ ର ଫତୁଆ ସ୍ଥାୟୀ ସାଧାରଣ ସଚିବାଳୟ ଦ୍ଵାରା ଜଣେ ଶିକ୍ଷକଙ୍କ ପ୍ରଶ୍ନର ଉତ୍ତର ହିସାବରେ ଜାରି କରାଯାଇଛି) ମତରେ ସୂର୍ଯ୍ୟ ପୃଥିବୀ ଚାରିପଟେ ଘୂରିଥାଏ, ପୃଥିବୀ ସୂର୍ଯ୍ୟ ଚାରିପଟେ ନୁହେଁ। | Tweet şu ana dek 500 defadan fazla paylaşıldı. Bir öğretmenin sorusuna cevap olarak verilen Fetva'ya göre [Suudi Arabistan Genel Sekreterliği], Güneş Dünya'nın etrafında dönüyor: |
19 | ପ୍ରଶ୍ନ ୩ : ଏକ ବିଜ୍ଞାନ କ୍ଳାସ ରେ ମୁଁ ପଢ଼ାଉଛି : ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରିବୁଲେ, କିନ୍ତୁ ଯେହେତୁ ମୁଁ ଶେଖ ଅବୁ ବକର ଅଲ ଜାଜେରୀଙ୍କ ଠାରୁ ଶୁଣିଛି ପ୍ରକୃତରେ ସୂର୍ଯ୍ୟ ହିଁ ପୃଥିବୀ ଚାରିପଟେ ଘୂରିବୁଲେ ଆଉ ଯେଉଁମାନେ ଏହାର ବିପରୀତ ପାଠ ପଢ଼ାଉଛନ୍ତି ସେମାନେ ଆଲ୍ଲାଙ୍କୁ ଡରିବା କଥା। | Soru 3: Bilim derslerinde Dünya'nın Güneş etrafında döndüğünü öğretiyorum. Ama Şeyh Abu Bakr Al Jazaeri tarafından duyduğuma göre Dünya'nın etrafında dönen Güneş, bu konularda ders verenler Allah'tan korkmalı. |
20 | ଏ ପ୍ରକାର ଶିକ୍ଷା ଲୋକଙ୍କ ଆସ୍ଥା ବିରୁଦ୍ଧରେ ଏବଂ ଏହା ଲୋକ ଙ୍କୁ ନାସ୍ତିକ କରିଦେଇଥାଏ। | Ona olan inanca bir tehlikedir ve bu bizi dinden çıkartır. |
21 | ମୁଁ ଛାତ୍ର ମାନଙ୍କୁ ବିଜ୍ଞାନ ପଢ଼ାଇସାରିବା ପରେ ଏକଥା ବୁଝେଇଥିଲି । | Derslerden sonra öğrencilerime anlattım. Bu doğru mu yoksa yanlış mıyım? |
22 | ମୁଁ ଠିକ କଲି ନାଁ ଭୁଲ କଲି । | Lütfen söyleyin, Allah razı olsun. |
23 | ଦୟାକରି ଉତ୍ତର ଦେବେ, ଆଲ୍ଲା ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତୁ। | Cevap 3: Şeyh Abu Bakr'in söylediği doğrudur. |
24 | ଉତ୍ତର ୩ : ଯାହା ଅବୁ ବକର କହିଛନ୍ତି ତାହା ହି ଠିକ। | Dünya sabittir ve Güneş onun etrafında döner. |
25 | ପୃଥିବୀ ସ୍ଥିର ଓ ସୂର୍ଯ୍ୟ ଏହା ଚାରିପଟେ ଘୂରିବୁଲେ। ଉପରୋକ୍ତ ଫତୁଆ କୁ ନିଜ ପ୍ରୋଫାଇଲ ରେ ଛାଡିବା ପରେ ଏହି ବ୍ୟକ୍ତି ଅନେକ ଲୋକଙ୍କ ରୋଷର ଶିକାର ହେଇଛନ୍ତି ନିଜ ଧର୍ମକୁ ନେଇ ଥଟ୍ଟା କରିବା ପାଇଁ। | Bu fetvanın paylaşımının bir sonucu olarak, sadece Dünya'nın Güneş etrafında döndüğünü reddeden Suudi ilahiyatının fetvasını paylaşmışken, blogger, okuyucular tarafından dinle dalga geçtiği gerekçesiyle küfürler ile saldırıya maruz kaldı. |
26 | ଏହାକୁ ନେଇ ସାଉଦି ଆରବ ରାଜଧାନୀ ରିୟାଦ ରେ ବାସକରୁଥିବା ମୁସଫର ବେନ ଅଲି ତାଙ୍କର ୮୫୦୦ ଅନୁଗାମୀ ଙ୍କୁ ଟ୍ଵିଟର ରେ କହିଛନ୍ତି : | Suudi Arabistan'ın başkenti Riyad'dan Musfer ben Ali, 8.5 bin takipçisine hatırlatıyor: |
27 | ଆପଣ ମାନଙ୍କ ସୂଚନା ପାଇଁ, ଶାରିଆ ନିୟମ ଦ୍ଵାରା ପରିଚାଳିତ ସାଉଦି ଆରବର ମତ ହେଲା ପୃଥିବୀ ନିଜ ଚାରିପଟେ ଘୁରେ ନାହି। | Biliniz, Suudi Arabistan'ın resmi Şeriat-uyumlu düşüncesine göre Dünya dönmüyor. |
28 | ଏହି ବ୍ୟକ୍ତି ସେହି କଥା କହୁଛନ୍ତି ଯାହା ତାଙ୍କୁ ଶିଖା ଯାଇଛି। | Bu adam ona öğretileni öğretiyor. |
29 | ଏସବୁ ସତ୍ତ୍ୱେ ଅକ୍ରମ ବାଦୀଦ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଯେ ଟ୍ଵିଟର ରେ ଏତେ ସଂଖ୍ୟା ରେ ଲୋକ ମାନେ ସେହି ମୌଲବୀ ଙ୍କୁ ସମର୍ଥନ କରିଛନ୍ତି। | Buna rağmen, din adamının düşüncelerini Twitter'da savunan insanların olmasına Akram Wadidi şaşıyor: |
30 | “ଆଶ୍ଚର୍ଯ୍ୟର କଥା ହଉଛି ଏମିତି ବି କିଛି ଲୋକ ଅଛନ୍ତି ଯୋଉମାନେ ମୌଲବୀ ଙ୍କ ପୃଥିବୀ ଘୁରେ ନାହିଁ ବକ୍ତବ୍ୟ କୁ ସମର୍ଥନ କରିଛନ୍ତି। ଜଣେ କି ଦୁଇ ଜଣ ନୁହେଁ, …. | Garip olan, Dünya'nın sabit olup dönmediğini söyleyen bu din adamının laflarını savunan insanlar var. Bir iki de değil… Bir çok. |
31 | ବହୁତ ଜଣ” ଏବଂ ଶେଷରେ ଦୁବାଇ ରୁ ହାଜା ଅଲ ମାରୀ ତାଙ୍କର ୧୨୦୦ ଟ୍ଵିଟର ବନ୍ଧୁଙ୍କୁ ଲେଖିଛନ୍ତି: | Ve Dubai'den Hazza Al Marri 1.200 takipçisine söylüyor: |
32 | “ପୁଥିବୀ ସ୍ଥିର ଓ ସୂର୍ଯ୍ୟ ଚାରିପଟେ ଘୁରେ ନାହିଁ, ଏବଂ ଯେ ଏହା ଭିନ୍ନ ଅଲଗା କଥା କହେ ସେ ଜଣେ ତର୍କବାଦୀ ମଣିଷ, ଯାହାକୁ କେହି ପଚାରନ୍ତି ନାହିଁ।””!! | Dünya sabittir ve Güneş de onun çevresinde döner, bundan başka herhangi bir şey söyleyen kişi “mantıklı birisidir ve kimsenin umrunda değildir!” |
33 | ଇଟାଲୀୟ ଜ୍ୟୋତିର୍ବିଜ୍ଞାନୀ ଗାଲିଲିଓ ଗାଲିଲିଙ୍କୁ “ସ୍ଥିର ସୂର୍ଯ୍ୟ ଚାରିପଟେ ଗତିଶୀଳ ଗ୍ରହ” ମତବାଦ ପୋଷଣ କରି ୧୬୪୨ ଯାଏ ନିଜ ଜୀବନର ଶେଷ ନଅ ବର୍ଷ ଯାକ ସ୍ଥିର ସୂର୍ଯ୍ୟ ଚାରିପଟେ “ହେଲିଓସେଣ୍ଟ୍ରିଜିମ” ପୃଥିବୀ ତଥା ଅନ୍ୟ ଗ୍ରହମାନ ଘୂରୁଥିବା କଥା କହି ଶେଷରେ ଜୀବନ ହାରିବାକୁ ପଡ଼ିଥିଲା । | Günmerkezliliği savunmasından dolayı 1642'deki ölümüne dek dokuz yılını ev hapsinde geçiren, “aşırı sapkınlıktan şüpheli” bulunan ve fikrinden vazgeçmeye zorlanan İtalyan gökbilimci Galileo Galilei. Nur içinde yat. |
34 | | [tr] |