# | deu | ori |
---|
1 | Eines der neuesten “Happy” Fanvideos kommt aus Sikkim, hoch im indischen Himalaya | |
2 | Bildschirmfoto des Videos “Happy Sikkim”, hochgeladen von Sushmita Pakhrin | ଭାରତର ଉତ୍ତୁଙ୍ଗ ହିମାଳୟର ସିକିମରୁ ଆସିଲା ନୂତନତମ ‘ହ୍ୟାପି’ ଶ୍ରଦ୍ଧାଞ୍ଜଳି ଭିଡିଓ |
3 | Das Lied “Happy”, das der amerikanischen Sänger und Produzent Pharrell Williams schrieb, produzierte und aufführte, wurde ein virales Phänomen Anfang des Jahres. | |
4 | Unzählige Fanvideos wurden überall auf der Welt gefilmt und online gestellt. | ସୁସ୍ମିତା ପାଖରିନଙ୍କ ଦ୍ୱାରା ଅପଲୋଡ଼ ହୋଇଥିବା “ହ୍ୟାପି ସିକ୍କିମ” ଭିଡିଓର ସ୍କ୍ରିନସଟ |
5 | Besser spät als nie erstellte Sushmita Pakhrin von Lens Craft Production eine Version für Sikkim, ein Binnenstaat im Nordosten Indiens, der sich im Himalaya-Gebirge befindet. | ଅନଲାଇନରେ ଅପଲୋଡ଼ ହୋଇଥିବା ଆମେରିକାନ କଣ୍ଠଶିଳ୍ପୀ ଓ ପ୍ରଯୋଜକ ଫାରେଲ ଉଇଲିଅମ୍ସଙ୍କ ଲିଖିତ, ପ୍ରଯୋଜିତ ଓ ଅଭିନୀତ “ହ୍ୟାପି” ଏହି ବର୍ଷର ଆରମ୍ଭରେ ଜଗତର ଅନେକ ସ୍ଥାନରେ ଉତ୍ତୋଳିତ ହୋଇଥିବା ଅଗଣିତ ଶ୍ରଦ୍ଧାଞ୍ଜଳି ଭିଡିଓ ମାନଙ୍କ ଭିତରେ ଖୁବ ଚର୍ଚ୍ଚିତ ହୋଇଥିଲା । |
6 | Das Video wurde am 28. August 2014 auf YouTube gestellt und erhielt Lobeshymnen für die hohe Produktqualität. | ମୋଟରୁ ନ କରିବା ଠାରୁ ବିଳମ୍ବରେ କରିବା ନୀତିରେ, ଲେନ୍ସ କ୍ରାଫ୍ଟ ପ୍ରଡକସନର ସୁସ୍ମିତା ପାଖରିନ ହିମାଳୟ ପର୍ବତ ଉପର ଜମିରେ ବାନ୍ଧି ହୋଇଥିବା ଭାରତୀୟ ରାଜ୍ୟ ସିକିମ ନିମନ୍ତେ ଏକ ସଂସ୍କରଣ ତିଆରି କରିଛନ୍ତି । |
7 | Frau Pakhrin kommentierte in einem Interview mit dem Online-Nachrichtendienst Sikkim Now: | ଭିଡିଓଟି ଅଗଷ୍ଟ ୨୮, ୨୦୧୪ରେ ଇଉଟିଉବରେ ଅପଲୋଡ ହୋଇଥିଲା ଓ ଏହାର ଉଚ୍ଚମାନର ନିର୍ମାଣଶେଳୀ ନିମନ୍ତେ ପ୍ରଶଂସାଲାଭ କରିଥିଲା । |
8 | Wir haben versucht, die landschaftliche Schönheit Sikkims mit bekannten und aufstrebenden Künstlern des Staates zu präsentieren. | ଅନଲାଇନ ସମ୍ବାଦ ସାଇଟ ସିକିମ ନାଓରେ ସାକ୍ଷାତକାର ଦେଇ ସୁସ୍ମିତା କହିଛନ୍ତି: ଆମେ ସିକିମର ନୈସର୍ଗିକ ସୌନ୍ଦର୍ଯ୍ୟ ସହିତ ଜଣାଶୁଣା ତଥା ତରୁଣ କଳାକାରମାନଙ୍କୁ ଦେଖାଇବାର ଉଦ୍ୟମ କରିଛୁ । |